ତାଳଚେରରେ ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା ବନ୍ଦ

Published By : Prameya-News7 Bureau | August 21, 2020 IST

ଅନୁଗୋଳ୨୧/୮: ତାଳଚେରରେ ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା ବନ୍ଦ। କରୋନା ଯୋଗୁଁ ଜିଲ୍ଳା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯାହାକି ତାଳଚେରବାସୀଙ୍କୁ ନିରାଶ କରିଛି। ସେପଟେ ମୂର୍ତ୍ତି କାରିଗର ବେଶି କ୍ଷତି ସହିଛନ୍ତି। ମୂର୍ତ୍ତି ତିଆରି ସାରିଥିଲେ ମଧ୍ୟ ମୂର୍ତ୍ତି ବିକ୍ରି ହୋଇନାହିଁ। ଯାହାକି ତାଙ୍କର ଜୀବିକା ଉପରେ ପ୍ରଭାବ ପଡିଛି। ଏଭଳି ଭାବେ ଖୋର୍ଦ୍ଧା  କଟକ  ଆଦି ଜିଲ୍ଲାମାନଙ୍କରେ  ଗଣେଶ ପୂଜା ଉପରେ କଟକଣା ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.