Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତାଳଚେରରେ ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା ବନ୍ଦ

21/08/2020 at 12:10 PM

ଅନୁଗୋଳ୨୧/୮: ତାଳଚେରରେ ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା ବନ୍ଦ। କରୋନା ଯୋଗୁଁ ଜିଲ୍ଳା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯାହାକି ତାଳଚେରବାସୀଙ୍କୁ ନିରାଶ କରିଛି। ସେପଟେ ମୂର୍ତ୍ତି କାରିଗର ବେଶି କ୍ଷତି ସହିଛନ୍ତି। ମୂର୍ତ୍ତି ତିଆରି ସାରିଥିଲେ ମଧ୍ୟ ମୂର୍ତ୍ତି ବିକ୍ରି ହୋଇନାହିଁ। ଯାହାକି ତାଙ୍କର ଜୀବିକା ଉପରେ ପ୍ରଭାବ ପଡିଛି। ଏଭଳି ଭାବେ ଖୋର୍ଦ୍ଧା  କଟକ  ଆଦି ଜିଲ୍ଲାମାନଙ୍କରେ  ଗଣେଶ ପୂଜା ଉପରେ କଟକଣା ଲାଗିଛି।

   Related Posts