ଦେଖନ୍ତୁ ଫଟୋ : ଗଣେଶ ପୂଜାରେ ଅମୃତ ଭଣ୍ଡାରୁ ବାହାରିଲା ଗଣେଶଙ୍କ ପ୍ରତିକୃତି

Published By : Prameya-News7 Bureau | September 05, 2019 IST

ବରଗଡ ୫।୯ -ବିଘ୍ନ ବନାଶକ ଶ୍ରୀ ଗଣେଶ ଙ୍କ ପୂଜା ଚାଳିଥିବା  ବଳେ ବରଗଡ ତଳିପଡା ସ୍ଥିତ ଜ୍ୟୋତି ବର୍ମ। ଙ୍କ ଘରେ ଏକ ଅଭାବନୀୟଦୃଶ୍ୟ ଦେଖିବାକୁ ମିଳି ଥିଲା । ଘରେ ଗଣେଶ ପୂଜା କରୁଥିବା ବଳେ ଘରେ ଥିବା ପନିପରିବା କୁ ରାନ୍ଧିବା ପାଇଁ କାଟୁ ଥିବା ବଳେ ଅମୃତଭଣ୍ଡାରୁ ଗଣେଶ ଙ୍କ ଭଳି ଦେଖାଯାଉଥିବା  ପ୍ରତିକୃତି ଦେଖିବାକୁ ମିଳିଥିଲା  । ପରେ ଘର ପାଖର ଥିବା ପୋଡଶୀଙ୍କୁ ଏହାଦେଖାଇ ଥିଲେ ।

{"id":153698}

 ସମସ୍ତେ ଏହା ଗଣେଶ ମହାପ୍ରଭୂ ବୋଲି କହିବା ସହ ଘରେ କରୁଥିବା ଗଣେଶଙ୍କ ପୂଜା ସ୍ଥାନରେ ରଖିଥିଲେ । ଅମୃତ ଭଣ୍ଡାରୁ ଗଣେଶ ବାହାରି ଥିବା ଚର୍ଚ୍ଚ। ହେବା ପରେ ଦେଖିବାକୁ ଭକ୍ତ ଙ୍କ ସୁଅ ଛୁଟି ଥିଲା । ଭକ୍ତିରେ ହାତ ଯୋଡି ଦର୍ଶନ କରୁଥବା ବଳେ ଆଉ କିଏ ମୋବାଇଲରେ ଫୋଟୋ ନେଉଥିବା ଦେଖିବାକୁ ମିଳି ଥିଲା ।

{"id":153697}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.