Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଗଣଦୁଷ୍କର୍ମ ଅଭିଯୋଗ, ୧୦ଦିନ ଧରି ଲଗାତର ନିର୍ଯାତନା

29/07/2021 at 5:17 PM

ସୋର ୨୯।୭: ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ୧୦ ଦିନ ଅଜଣା ଘରେ ରଖି ଗଣଦୁଷ୍କର୍ମ । ଗତ ୧୪ ତାରିଖ କେଦାରପୁର ଅଂଚଳରୁ ଜଣେ ନାବାଳିକାଙ୍କୁ ସିମୁଳିଆ ଥାନା ପାଉସିଆପଦାର ସମ୍ପର୍କୀୟ ଭିଣୋଇ ବିଦ୍ୟlଧର ବେହେରା ଓ ସେହି ଗ୍ରାମର ଜାକସନ ମlଝି କେଦାରପୁର ଅଂଚଳରୁ ଉଠାଇ ନେଇ ୧୦ ଦିନ ଧରି ସୋର ସହରରେ ଏକ ଘରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ।

ଦିନରେ ରୁମରେ ତାଲା ପକାଇ ରଖୁଥିଲେ ରାତିରେ ଦୁଷ୍କର୍ମ କରୁଥିଲେ । ଘଟଣା ପ୍ରକାଶ କଲେ ନାବାଳିକାର ଅଶ୍ଳୀଳ ଫଟୋ ଭାଇରାଲ କରିବା ସହ ମାରିଦେବା ଧମକ ଦେଇଥିଲେ । ଗତ ୨୭ ତାରିଖ  ରାତି ୧୦ଟା ୩୦ ମିନିଟ୍ ସମୟରେ  ନାବାଳିକାଙ୍କୁ ତାଙ୍କ ଘର ଆଗରେ ୬ ଜଣ ଯୁବକ ଛାଡି ଚାଲି ଯାଇଥିଲେ । ଗୁରୁବାର ନାବାଳିକାଙ୍କ ମା’ ସୋର ପୋଲିସଠାରେ ଅଭିଯୋଗ କରିବା ପରେ  ପୋଲିସ  ତଦନ୍ତ କରୁଛି ।

   Related Posts