ଭାରତ ପଠାଇଲା 5G ଇଣ୍ଟରନେଟ୍‌ ପାଇଁ GSAT-30 ସାଟେଲାଇଟ୍‌

Published By : Prameya-News7 Bureau | January 17, 2020 IST

ନୂଆଦିଲ୍ଲୀ ୧୭।୦୧- 5G ଇଣ୍ଟରନେଟ୍‌ ପାଇଁ GSAT-30 ସାଟେଲାଇଟ୍‌ ସାଟେଲାଇଟ୍‌ ବା କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ କରିଛି । ଏବେ ଜିସାଟ୍‌ ସିରିଜ୍‌ର ୧୪ଟି ସାଟେଲାଇଟ୍‌ କାମ କରୁଛି ।

{"id":212378,"sizeSlug":"large"}

ଫ୍ରେଞ୍ଚ ଗୁଏନାରୁ ଆଜି (ଶୁକ୍ରବାର)ରେ GSAT-30 ର ଉତ୍‌କ୍ଷେପଣ କରାଯାଇଥିଲା । ଟେଲିକମ୍‌ , ଇଣ୍ଟରନେଟ୍ ଓ ଯୋଗା ଯୋଗ କ୍ଷେତ୍ରରେ ଏହି ସାଟେଲାଇଟ୍‌ କାମ କରିବ ।

{"id":212379,"sizeSlug":"large"}

ଜି ସାଟ୍‌ ସାହାଯ୍ୟରେ ଦେଶରେ ଦୂର ସଞ୍ଚାର ପ୍ରଣାଳୀ , ଟେଲି ଭିଜନ୍‌ ପ୍ରସାରଣ , ସାଟେଲାଇଟ୍‌ ଦ୍ୱାରା ସମାଚାର ପ୍ରବନ୍ଧନ ଓ ସମାଜ ପାଇଁ କାମରେ ଆସିବା ପରେ ଜିଓ ସ୍ପେଶିଆଲ୍‌ ସୁବିଧା , ପାଣିପାଗର ସୂଚନା ବିଭିନ୍ନ ପ୍ରାକୃତି ବିପର୍ଯ୍ୟୟ ସମୟରେ ସୂନତା ।

{"id":212380,"sizeSlug":"large"}

ସର୍ଚ୍ଚ ଅପରେସନ୍‌ ବେଳେ ଏହି ସାଟେଲାଇଟ୍‌ ବେଶ୍‌ ଭଲ କାମ ଦେବ ।

{"id":212381,"sizeSlug":"large"}

ଦେଶର ପୁରୁଣା ସାଟେଲାଇଟ୍‌ ଇନସାଟ୍‌ର ଏବେ ବୟସ ଶେଷ ହେଉଛି । ଦୂର ସଞ୍ଚାର ପ୍ରଣାଳୀ , ଟେଲି ଭିଜନ୍‌ ପ୍ରସାରଣ , ସାଟେଲାଇଟ୍‌ ଦ୍ୱାରା ସମାଚାର ପ୍ରବନ୍ଧନ ଓ ସମାଜ ପାଇଁ କାମରେ ଆସିବା ପରେ ଜିଓ ସ୍ପେଶିଆଲ୍‌ ସୁବିଧା , ପାଣିପାଗର ସୂଚନା ବିଭିନ୍ନ ପ୍ରାକୃତି ବିପର୍ଯ୍ୟୟ ସମୟରେ ସୂନତା । ସର୍ଚ୍ଚ ଅପରେସନ୍‌ ବେଳେ ଏହି ସାଟେଲାଇଟ୍‌ ବେଶ୍‌ ଭଲ କାମ ଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.