Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଭାରତ ପଠାଇଲା 5G ଇଣ୍ଟରନେଟ୍‌ ପାଇଁ GSAT-30 ସାଟେଲାଇଟ୍‌

17/01/2020 at 11:59 AM

ନୂଆଦିଲ୍ଲୀ ୧୭।୦୧- 5G ଇଣ୍ଟରନେଟ୍‌ ପାଇଁ GSAT-30 ସାଟେଲାଇଟ୍‌ ସାଟେଲାଇଟ୍‌ ବା କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ କରିଛି । ଏବେ ଜିସାଟ୍‌ ସିରିଜ୍‌ର ୧୪ଟି ସାଟେଲାଇଟ୍‌ କାମ କରୁଛି ।

ଫ୍ରେଞ୍ଚ ଗୁଏନାରୁ ଆଜି (ଶୁକ୍ରବାର)ରେ GSAT-30 ର ଉତ୍‌କ୍ଷେପଣ କରାଯାଇଥିଲା । ଟେଲିକମ୍‌ , ଇଣ୍ଟରନେଟ୍ ଓ ଯୋଗା ଯୋଗ କ୍ଷେତ୍ରରେ ଏହି ସାଟେଲାଇଟ୍‌ କାମ କରିବ ।

ଜି ସାଟ୍‌ ସାହାଯ୍ୟରେ ଦେଶରେ ଦୂର ସଞ୍ଚାର ପ୍ରଣାଳୀ , ଟେଲି ଭିଜନ୍‌ ପ୍ରସାରଣ , ସାଟେଲାଇଟ୍‌ ଦ୍ୱାରା ସମାଚାର ପ୍ରବନ୍ଧନ ଓ ସମାଜ ପାଇଁ କାମରେ ଆସିବା ପରେ ଜିଓ ସ୍ପେଶିଆଲ୍‌ ସୁବିଧା , ପାଣିପାଗର ସୂଚନା ବିଭିନ୍ନ ପ୍ରାକୃତି ବିପର୍ଯ୍ୟୟ ସମୟରେ ସୂନତା ।

ସର୍ଚ୍ଚ ଅପରେସନ୍‌ ବେଳେ ଏହି ସାଟେଲାଇଟ୍‌ ବେଶ୍‌ ଭଲ କାମ ଦେବ ।

ଦେଶର ପୁରୁଣା ସାଟେଲାଇଟ୍‌ ଇନସାଟ୍‌ର ଏବେ ବୟସ ଶେଷ ହେଉଛି । ଦୂର ସଞ୍ଚାର ପ୍ରଣାଳୀ , ଟେଲି ଭିଜନ୍‌ ପ୍ରସାରଣ , ସାଟେଲାଇଟ୍‌ ଦ୍ୱାରା ସମାଚାର ପ୍ରବନ୍ଧନ ଓ ସମାଜ ପାଇଁ କାମରେ ଆସିବା ପରେ ଜିଓ ସ୍ପେଶିଆଲ୍‌ ସୁବିଧା , ପାଣିପାଗର ସୂଚନା ବିଭିନ୍ନ ପ୍ରାକୃତି ବିପର୍ଯ୍ୟୟ ସମୟରେ ସୂନତା । ସର୍ଚ୍ଚ ଅପରେସନ୍‌ ବେଳେ ଏହି ସାଟେଲାଇଟ୍‌ ବେଶ୍‌ ଭଲ କାମ ଦେବ ।

   Related Posts