Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଅମୀର ଖାନଙ୍କ ଝିଅ କୌଣସି ସିନେମା ହିରୋଇନ ଠାରୁ କମ୍ ଗ୍ଲେମରସ୍ ନୁହେଁ, କିନ୍ତୁ କାହିଁକି ଆସୁନାହଁନ୍ତି ପରଦାକୁ କିମ୍ବା ସୋସିଆଲ ମିଡ଼ିଆକୁ …ଆସନ୍ତୁ ଜାଣିବା

6/02/2019 at 8:47 PM

ଅମୀର ଖାନ ସବୁବେଳେ ନିଜର ସିନେମା କ୍ୟାରିଅର ନେଇ ବ୍ୟସ୍ତ ଥାଆନ୍ତି । ସଂଖ୍ୟାରେ କମ ହେଉ ଵରଂ ହଟଚମଟ କରିଦେବା ଭଳି କିଛି କରି ଦେଖାଇଥାନ୍ତି ଇଣ୍ଡଷ୍ଟ୍ରୀରେ । ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ,ବକ୍ସ ଅଫିସରେ ରେକର୍ଡ଼ ଭାଙ୍ଗିଥିବା ତାଙ୍କ ସିନେମାକୁ ନେଇ ।  ଅମୀର ବ୍ୟକ୍ତିତ୍ଵ ଓ କ୍ୟାରିୟରକୁ ସମାନ୍ତରାଳ କରି ଚାଲିଥାନ୍ତି ।

ଆଜି ଆମେ ଅମୀରଙ୍କୁ ଛାଡ଼ି ତାଙ୍କ ଝିଅଙ୍କ କଥା ହିଁ କହିବୁ । ଆପଣ କେବେ ଅମୀରଙ୍କ ଝିଅକୁ ଦେଖିଛନ୍ତି ?

ନା ଦେଖି ନ ଥିବେ, କାରଣ ଅମୀରଙ୍କ ଝିଅ କୌଣସି ସୋସିଆଲ ମିଡ଼ିଆ କିମ୍ବା କୌଣସି ଫ୍ୟାମିଲି କିମ୍ବା ପାର୍ଟି ଫଙ୍କସନର ଫଟୋ ଦେଖିବାକୁ ପାଇ ନଥିବେ । ଏହିକାମ ଠାରୁ ଦୂରରେ ଥିବା ଖାନ ପରିବାରର ଫଟୋ ନିକଟରେ ହୋଇଛି ଭାଇରାଲ । ଏହି ଭାଇରାଲରେ ଅମୀରଙ୍କ ଝିଅଙ୍କ ଫଟୋ ଦେଖିବାକୁ ମିଳିଛି ।

ନୀଳ ଡ଼୍ରେସ ପିନ୍ଧିଥିବା ଅମୀରଙ୍କ ଝିଅ ଈରା କୌଣସି ସିନେମା ହିରୋଇନ ଠାରୁ କମ୍ ଦେଖାଯାଉ ନାହାଁନ୍ତି ।  ଝିଅର କ୍ୟାରିୟର ନେଇ କରନ ଜୋହରଙ୍କ ସହ ଅମୀରଖାନ କଥା ହୋଇଥିବା ଜଣାପଡ଼ିଛି । ଈରା ଅଭିନେତ୍ରୀ ଅପେକ୍ଷା ସିନେମା ମେକିଂ ଓ ପ୍ରଡ଼୍ୟୂସିଂ କ୍ଷେତ୍ରରେ ନିଜକୁ ଦେଖିବାକୁ ଚାହାଁନ୍ତି ।

ଅମୀର ଖାନଙ୍କ ହାତରେ ସମୟ କମ୍ ଥିବାରୁ ସେ ଝିଅର କ୍ୟାରିୟର ପାଇଁ ବେଶି କିଛି ଚିନ୍ତା କରିନାହାଁନ୍ତ । ତାଙ୍କର ସ୍ଵପ୍ନ ଥିଲା, ମହାଭାରତରେ କୃଷ୍ଣ ଭୂମିକାରେ ଅଭିନୟ କରିବା । ତେଣୁ ଏହି ପ୍ରଜେକ୍ଟରେ କାମ ଚାଲୁଥିବାରୁ ସେ ବ୍ୟସ୍ତ ଥିବା କଥା ଜଣାପଡ଼ିଛି ।

   Related Posts