Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଏୟାରପୋର୍ଟରେ ପିପିଇ କିଟ୍‌ ପିନ୍ଧି ଜବରଦସ୍ତ ଡ୍ୟାନ୍ସ କଲେ ମହିଳା, ଦେଖିକି ତାଜୁବ ହୋଇଗଲେ ସ୍ବାମୀ, ଭିଡିଓ ଭାଇରାଲ…

8/05/2021 at 6:06 PM

ନୂଆଦିଲ୍ଲୀ ୦୮/୦୫ : କରୋନା ସଂକ୍ରମଣ ଭୟାବହତାକୁ ଅଣଦେଖା କରିବା କଥାନୁହେଁ । ଅନେକ ଲୋକଙ୍କ ଜୀବନ ନେଲାଣି ମହାମାରୀ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବ୍ୟାପକ ହେବାରେ ଲାଗିଛି । କିନ୍ତୁ ଆମେ ଖୁସିହେବା ପାଇଁ କୌଣସି ନା କୌଣସି ବାହାନା ଖୋଜିନେଉଛେ । ଅନେକ ସମୟରେ ଏମିତି କିଛି ମୂହୁର୍ତ୍ତ ମଧ୍ୟ ଆସେ ଯେତେବେଳେକି ନାଚାହିଁକି ବି ହସିବାକୁ ପଡିଥାଏ । ଦେଶରେ ଅନେକ ସ୍ଥାନରେ ଲକ୍‌ଡାଉନ୍‌ ଜାରିରହିଛି ଏବଂ ଲୋକମାନେ ନିଜ ନିଜ ଘରେ ରହୁଛନ୍ତି । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓ​‌ରେ ଦେଖିବାକୁ ମିଳୁଛି ଯେ, ଏୟାରପୋର୍ଟରେ ଜଣେ ମହିଳା ପିପିଇ କିଟ୍‌ ପିନ୍ଧି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ପ୍ରଥମେ ସେଠାରେ ଥିବା ଲୋକେ କିଛି ବୁଝିପାରିନଥିଲେ ଯେ ମହିଳାଜଣକ ଏପରି କାହିଁକି ନାଚୁଛନ୍ତି । ପରେ ଜଣାପଡିଥିଲା ସ୍ବାମୀଙ୍କ ଫେରିବା ଦେଖି ମହିଳାଜଣକ ଏତେ ଖୁସିହୋଇଯାଉଛନ୍ତି ଯେ, ବିଭିନ୍ନ ଭଙ୍ଗୀରେ ନାଚୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖିସାରିଲେଣି ।

   Related Posts