Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

ଶନିବାରରୁ ସୋମବାର ମଧ୍ୟରେ କାଳସର୍ପ ଯୋଗ, ଏହି ୫ଟି ରାଶିର ଲୋକଙ୍କୁ ମିଳିବ ଖୁସି ଖବର

29/11/2019 at 3:47 PM

ଶନିବାରରୁ ସୋମବାର ମଧ୍ୟରେ କାଳସର୍ପର ଯୋଗ ଅଛି। ଏଥିପାଇଁ କିଛି ରାଶିର ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବ। ଏମାନଙ୍କ ଉପରେ ନାଗ ଦେବତାଙ୍କ କୃପା ଦୃଷ୍ଟି ରହିବ। ନାଗ ଦେବତାଙ୍କ ନାଁ ନେଇ ଯୋକୌଣସି କାର୍ଯ୍ୟ କଲେ ସଫଳ ହେବେ।

ପରିବାର ଲୋକଙ୍କ ସହଯୋଗ ସବୁ କାମରେ ମିଳିବ। ଶିକ୍ଷାକ୍ଷେତ୍ରରେ ଖୁବ ସଫଳତା ମିଳିବ। ଜୀବନରେ ଖୁସି ଦିନ ଆରମ୍ଭ ହେବ। ଜୀବନରେ ସବୁ ସମସ୍ୟା ଦୂର ହେବ। ପୂରୁଣା ସାଙ୍ଗସାଥିଙ୍କୁ ଭେଟିବାର ଯୋଗ ରହିଛି। ଏହି ସମୟରେ ଯାତ୍ରା କରିବା ଲାଭଦାୟକ ହେବ।

ନୂଆ ଗାଡି ବା ବାହାନ କିଣିବା ପାଇଁ ଶନିବାର ରୁ ସୋମବାର ବହୁତ ଶୁଭ ରହିଛି। ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବାକୁ ପଡିବ। ଏହି ୩ ଦିନ ମଧ୍ୟରେ ନେଇଥିବା ନିଷ୍ପତ୍ତି ଆଗକୁ ସଫଳତା ଲାଭ କରାଇବ। ଆର୍ଥିକ ସ୍ଥିତି ଲଗାତାର ମଜବୁତ ରହିବ। ବୈବାହିକ ଜୀବନ ସୁଖମୟ ରହିବ। ଏହି ୫ଟି ରାଶି ହେଉଛି ସିଂହ ରାଶି, କନ୍ୟା ରାଶି, ମକର ରାଶି, ତୁଳା ରାଶି ଓ ବିଚ୍ଛା ରାଶି।

 

   Related Posts