Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଆଜିଠାରୁ ଚମକିବ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ମିଳିବ ଏସବୁ

16/11/2019 at 7:52 AM

ଆଜିଠାରୁ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ ହେବ । ଏମାନଙ୍କ ଜୀବନରେ ଖୁସି ଭରିଯିବ । ଆଜିଠାରୁ ଦୁଃଖର ସମୟ ରହିବନାହିଁ । ଏବେ ଖୁସିର ସମୟ ଆସିବ । ଏମାନଙ୍କ ସବୁ ମନୋସ୍କାମନା ପୂରଣ ହେବ ।

କର୍କଟ, ମକର ଏବଂ ତୁଳା ରାଶି :

ଏହି ତିନୋଟି ରାଶିର ବ୍ୟକ୍ତିଙ୍କ ଆଗାମୀ ଜୀବନ ସୁଖମୟ ହେବ । ଚାକିରୀ ତଥା ବ୍ୟବସାୟରେ ଏମାନଙ୍କୁ ଲାଭ ମିଳିବ । କୌଣସି କାର୍ଯ୍ୟ କିମ୍ବା ପ୍ରୋଜେକ୍ଟରେ ସରକାରୀ ସହାୟତା ମିଳିବାର ସମ୍ଭାବନା ରହିଛି । ବ୍ୟବସାୟୀ ଆଶାନୁରୂପ ଲାଭ ହେବ । ଏମାନଙ୍କ ଜୀବନରେ ଖୁସି ଭରିଯିବ । ଏହି ରାଶିର ବ୍ୟକ୍ତିଙ୍କ ପରିବାରରେ ସୁଖ, ସମୃଦ୍ଧି, ଟଙ୍କା-ପଇସାରେ ବୃଦ୍ଧି ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଧନ ଲାଭର ଯୋଗ ରହିଛି । ଜୀବନସାଥୀଙ୍କ ପ୍ରତି ଭଲପାଇବା ବଢିବ । ପରିବାରରେ ଖୁସିର ମାହୋଲ ରହିବ ।

ବିଛା, କୁମ୍ଭ ଏବଂ ମୀନ ରାଶି :

ଏହି ରାଶିର ବ୍ୟକ୍ତିଙ୍କ ଆଗାମୀ ଦିନ ବହୁତ ଶୁଭ ରହିବ । ଏମାନଙ୍କ ଜୀବନରେ ନୂଆ ସଂପର୍କ ସ୍ଥାପନ ହୋଇପାରେ । ସଂପର୍କରେ ମଧୁରତା ବଜାୟ ରହିବ । କୌଣସି ଖାସ୍ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହେବେ । ଏମାନଙ୍କୁ ଧନ ସମ୍ପତ୍ତି ପ୍ରାପ୍ତ ହେବ । କୌଣସି ନିକଟତର ବନ୍ଧୁଙ୍କ ସହାୟତାରେ ଆପଣ ଆପଣଙ୍କ ପ୍ରେମକୁ ପାଇବାରେ ସଫଳ ହେବେ । ଏମାନଙ୍କ ମନରେ ପ୍ରେମ ଭାବନା ଜାଗ୍ରତ ହେବ । ପ୍ରେମ ସଂପର୍କ ଆହୁରି ଅଧିକ ମଜଭୁତ ହେବ । ବ୍ୟବସାୟରେ ଲାଭ ହେବ । ବୈବାହିକ ଜୀବନ ସୁଖ ଶାନ୍ତିରେ ଭରିଯିବ ।

   Related Posts