Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||

ଆଜିଠୁ ଆରମ୍ଭ ହେଉଛି ଏହି ୫ଟି ରାଶିର ବ୍ୟକ୍ତିଙ୍କ ଶୁଭ ସମୟ : ମିଳିବ ପ୍ରକୃତ ପ୍ରେମ

1/10/2019 at 2:28 PM

ମେଷ ,ବୃଷ ଏବଂ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜିଠୁ ଶୁଭ ସମୟ ଆରମ୍ଭ ହେଉଛି। ଆପଣଙ୍କ ପ୍ରେମ ଜୀବନରେ ନୂତନ ପରିବର୍ତ୍ତନ ଦେଖିବାକୁ ମିଳିବ। ଆପଣଙ୍କୁ ନିଜର ଲଭ ଲାଇଫରେ ଅପାର ସଫଳତା ମିଳିବ। ଆପଣଙ୍କ ଜୀବନରୁ ସମସ୍ତ ପ୍ରକାରର ସମସ୍ୟାର ଅନ୍ତ ଘଟିବ। ଆପଣ ଯେତେ ଗରିବ ଲୋକଙ୍କୁ ସାହାଯ୍ୟ କରିବେ ସମାଜରେ ସେତେ ଅଧିକ ମାନ ସମ୍ମାନ ଏବଂ ପ୍ରତିଷ୍ଠା ପାଇବେ। ପରିବାରରେ ସବୁଠୁ ଅଧିକ ଆପଣଙ୍କୁ ମାଆ,ବାପାଙ୍କର ସହଯୋଗ ମିଳିବ। ଜୀବନରେ ହେଉଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ଆନନ୍ଦଦାୟକ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। କାହା କଥାରେ ପଡ଼ି ବଡ଼ ନିଷ୍ପତ୍ତି ନ ନିଅନ୍ତୁ। ବୁଝି ବିଚାରି ସବୁ କାମ କରନ୍ତୁ। ଆପଣଙ୍କ ଜୀବନର ସବୁ ପ୍ରକାରର ସମସ୍ୟା ଦୂର ହୋଇଯିବ। ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି କିମ୍ବା କାହାକୁ ପ୍ରପୋଜ କରିବାକୁ ଚାହୁଁଛନ୍ତି ତେବେ ଏହା ହେଉଛି ଆପଣଙ୍କପାଇଁ ଉପଯୁକ୍ତ ସମୟ। ସ୍ବାସ୍ଥ୍ୟପ୍ରତି ଯତ୍ନ ନିଅନ୍ତୁ। ସାବଧାନତାସହ ଗାଡ଼ି ଚଲାନ୍ତୁ।

ମକର ଏବଂ ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିଠୁ ଶୁଭ ସମୟ ଆରମ୍ଭ ହେଉଛି। ଫଳରେ ଆପଣଙ୍କ ଜୀବନରେ ହେଉଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ସୁଖଦାୟକ ରହିବ। ଆପଣଙ୍କ ପ୍ରେମ ଜୀବନରେ ଅନେକ ପ୍ରକାରର ବଡ଼ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଯଦି ଆପଣ ମନପ୍ରାଣ ଲଗାଇ କାମ କରିବେ ଆପଣଙ୍କୁ ସଫଳତା ପାଇବାରୁ କେହି ରୋକିପାରିବେ ନାହିଁ। ଆପଣଙ୍କୁ ସଙ୍କଟମୟ ପରିସ୍ଥିତିରେ ମଧ୍ୟ ସଫଳତା ମିଳିବ। ଆପଣଙ୍କ ଜୀବନରେ ସବୁ ପ୍ରକାରର କଷ୍ଟ ଦୂର ହେବ। ସ୍ବାସ୍ଥ୍ୟପ୍ରତି ଯତ୍ନ ନିଅନ୍ତୁ। କଳିକଜିଆଠାରୁ ଦୂରରେ ରୁହନ୍ତୁ। କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କୁ ପ୍ରକୃତ ପ୍ରେମ ମିଳିବ।

   Related Posts