Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଆଜି ପବିତ୍ର ଧନୁ ସଂକ୍ରାନ୍ତି : ଆଜିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଚାଲିବ ପହିଲି ଭୋଗ ନୀତି

16/12/2019 at 10:08 AM

ପୁରୀ ୧୬/୧୨:  ଆଜିଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି । ଧନୁ ସଂକ୍ରାନ୍ତିରୁ ଆରମ୍ଭ ହେଉଥିବା ପହିଲି ଭୋଗ ନୀତିରେ କ୍ଷୀରି, ଗହମ ଓ ଗୁଆଘିଅରେ ପିଠା ପ୍ରସ୍ତୁତ କରାଯାଇଥାଏ। ସୁଆରମାନେ ଏହାକୁ ସ୍ବତନ୍ତ୍ର ଚୁଲିରେ ପ୍ରସ୍ତୁତ କରିଥାନ୍ତି । ଶ୍ରୀଜୀଉଙ୍କୁ ପଞ୍ଚୋପଚାରରେ ପୂଜା କରାଯାଏ।

ଏହି ପହିଲି ଭୋଗ ନୀତି ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବ । ନୀତି ଅନୁସାରେ ବଡି ଭୋର ୩ଟାରେ ଦ୍ବାର ଫିଟା ନୀତି ହୋଇଛି । ମଙ୍ଗଳ ଆଳତୀ, ରୋଷ ହୋମ, ମଇଲମ, ଚନ୍ଦନ ଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଓ ବେଶ ଶେଷ ହେବା ପରେ ପହିଲି ଭୋଗ ଅର୍ପଣ କରାଯାଇଥାଏ । ଏହି ଅବସରରେ ଧନୁ ମୁଆଁ ଭୋଗ ଅର୍ପଣ କରାଯାଇଥାଏ ।ଏହାସହ ବିଭିନ୍ନ ପ୍ରକାର ପିଠା ମଧ୍ୟ ଭୋଗ କରାଯାଇଥାଏ ।

   Related Posts