Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ରବିବାର ଦିନ ଏହି ୩ଟି ରାଶି ଉପରେ ପଡିବ ସୂର୍ଯ୍ୟଦେବଙ୍କ ଶୁଭଦୃଷ୍ଟି…

1/09/2019 at 4:17 PM

କର୍କଟ ରାଶି–  ଏହି ରାଶିର ବ୍ୟକ୍ତିଙ୍କ ପାଇଁ  ଆଗାମୀ ଦିନଗୁଡିକ ଭଲ ରହିଛି। ଅଧାରୁ ଅଟକି ରହିଥିବା କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ ହେବ। ପରିଶ୍ରମର ଫଳ ଆପଣଙ୍କୁ ନିଶ୍ଚିତ ମିଳିବ। କର୍କଟ ରାଶିର ବ୍ୟକ୍ତିମାନଙ୍କୁ ଧନ ପ୍ରାପ୍ତିର ସୁଯୋଗ ରହିଛି। ବିଶେଷକରି ଏହି ରାଶିର ବ୍ୟକ୍ତିମାନେ ନିଜର ଦେହ ପ୍ରତି ଯତ୍ନବାନ ହେବା ଆବଶ୍ୟକ। କର୍କଟ ରାଶିର ବ୍ୟକ୍ତିମାନେ ବନ୍ଧୁ ପରିଜନଙ୍କ ସହ ଖୁବ୍‌ ଭଲ ସଂପର୍କ ସ୍ଥାପନ କରିବେ।

ତୁଳା ରାଶି– ଏହି ରାଶିର ବ୍ୟକ୍ତିମାନଙ୍କ କର୍ମ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିବ। ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭବାନ ହୋଇପାରନ୍ତି। ପରିବାର ଭିତରେ ଶାନ୍ତି ବାତାବରଣ ସହ ଖୁସରେ ରହିବେ। କାହାକୁ ଆଘାତ ହେଲା ଭଳି କଥା କୁହନ୍ତୁ ନାହିଁ। ରାଗିବା ସମୟରେ ଜୀଭ ଉପରେ ଲଗାମ ଦିଅନ୍ତୁ।

ବୃଷ ରାଶି- ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ  ଦିନଟି ମଧ୍ୟମ ରହିବ। ଆପଣ ଚାହୁଁଥିବା ଜିନିଷ ଅତି ସହଜରେ ହାସଲ କରି ପାରିବେ। ପ୍ରତ୍ୟେକ କ୍ଷେତ୍ରରେ ଭାଗ୍ୟସାଥ୍‌ ଦେବା ସହ ସବୁ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ବୃଷ ରାଶିର ବ୍ୟକ୍ତିମାନେ ନିଜ କାର୍ଯ୍ୟପ୍ରତି ଧ୍ୟାନ ଦେବା ଆବଶ୍ୟକ।

   Related Posts