ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ନେପାଳର ୫ ଜଣ ସୁନ୍ଦରୀ ଅଭିନେତ୍ରୀଙ୍କ ସଂପର୍କରେ ଜାଣନ୍ତୁ , ନମ୍ବର ୩ରେ ଯିଏ ଅଛନ୍ତି ତାଙ୍କୁ ସମସ୍ତେ ଜାଣିଛନ୍ତି, ସେ ଭାରତରେ ବି ଲୋକପ୍ରିୟ

26/09/2019 at 8:26 PM

 ମୁମ୍ବାଇ୨୬|୯: ନେପାଳ ଅଭିନେତ୍ରୀ ସେମାନେଙ୍କ ସୌନ୍ଦର୍ଯ୍ୟ ଲାଗି ସବୁବେଳେ ଚର୍ଚ୍ଚା ରହିଥାନ୍ତି। ତାଙ୍କ ସୁନ୍ଦର ଚେହେରା ଆଉ ଲୁକ୍ ପାଇଁ ଦର୍ଶକ ସେମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି। ସେମାନଙ୍କୁ ମଧ୍ୟ ଆଜି ୫ ଜଣ ଅଭିନେତ୍ରୀଙ୍କ ସଂପର୍କରେ ଜାଣିବା।

୧- କେକି ଅଧିକାରୀ- ନେପାଳରେ କେକି ଅଧିକାର ଜଣେ ଜଣାଶୁଣା ଅଭିନେତ୍ରୀ। କେକିଙ୍କ ଦମଦାର ଅଭିନୟ ଓ ଲୁକ୍ ଲାଗି ଦର୍ଶକ ତାଙ୍କୁ ଅଧିକ ପସନ୍ଦ କରିଥାନ୍ତି।  ୨୭ ବର୍ଷୀୟ  କେକି  ଅଧିକାରୀ କାଠମାଣ୍ଡୁରେ ଜନ୍ମ ଗ୍ରହଣ କରିଥିଲେ। ନେପାଳର ବହୁ ହିଟ୍ ଫିଲ୍ମରେ ସେ କାମ କରିସାଲେଣି।

୨- ପ୍ରିୟଙ୍କା କାର୍କି- ନେପାଳର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟ ପ୍ରିୟଙ୍କା କାର୍କି ଅନ୍ୟତମ। ପ୍ରିୟଙ୍କା ଫିଲ୍ମରେ ଅଭିନୟ କରିବା ସହ ବହୁ ଧାରାବାହିକ ମଧ୍ୟ କାମ କରିଛନ୍ତି। ପ୍ରିୟଙ୍କା ଦମଦାର ଅଭିନୟ ଲାଗି ଦର୍ଶକ ତାଙ୍କୁ ବହୁତ ପସନ୍ଦ କରନ୍ତି।

୩- ମନୀଷା କୋୟରାଲା- ୧୯୮୯ ମସିହାରେ ଫେରି ବାଥ୍ୟାଲା ନେପାଳୀ ଫିଲ୍ମରେ ସେ ଏଣ୍ଟ୍ରି କରିଥିଲେ। ନେପାଳ ଫିଲ୍ମ ବ୍ୟତୀତ ବଲିଓଡରେ ମଧ୍ୟ ମନୀଷା ବହୁ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି।

୪-ନିଶା ଅଧିକାରୀ- ନିଶା ଅଧିକାରୀ ମଧ୍ୟ ବଡ଼ ପରଦାରେ ସୁନ୍ଦର ଅଭିନୟ କରନ୍ତି। ଫିଲ୍ମ ବ୍ୟତୀତ ବହୁ ଧାରାବାହିକରେ ମଧ୍ୟ ନିଶା ଅଧିକାରୀ କାମ କରିଛନ୍ତି। ନିଶାଙ୍କ ସୌନ୍ଦର୍ଯ୍ୟ ପାଇଁ ସେ କେବଳ ନେପାଳ ନୁହେଁ ବରଂ ପୂରା ଦୁନିଆରେ ଲୋକପ୍ରିୟ ହୋଇପାରିଛନ୍ତି।

୫- ସୃଷ୍ଟି ସ୍ରଷ୍ଟା- ୨୮ ବର୍ଷ ବୟସ୍କା ସୃଷ୍ଟିଙ୍କ ଫିଲ୍ମ କ୍ୟାରିୟରରେ ବହୁ ଦମଦାର ହିଟ୍‌ ସିନେମା ରହିଛି । ୨୦୧୨ ମସିହା  ମିସ ନେପାଳ ବିଜୟନୀ ହେଉଛନ୍ତି ସୃଷ୍ଟି । ରୋମିୟୋ ଓ୍ୱର ମୁନା ଫିଲ୍ମରେ ସେ ଦମଦାର ଅଭିନୟ କରିଥିଲେ।

   Related Posts