Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

୬ ବର୍ଷରୁ କେବଳ ସ୍ୱମୂତ୍ର ପାନ କରି ବଞ୍ଚିଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ ରହସ୍ୟ

17/11/2019 at 3:52 PM

ମଣିଷମାନେ ନିଜ ଶକ୍ତି ବଢାଇବା ପାଇଁ ଅନେକ ଏନେର୍ଜି ଡ୍ରିଙ୍କ୍‌ସ ପିଅନ୍ତି। ତେବେ ଆଜି ଜଣେ ଏମିତି ବ୍ୟକ୍ତିଙ୍କ ବିଷୟରେ ଜାଣନ୍ତୁ ଯିଏ ୬ ବର୍ଷରୁ ପ୍ରତିଦିନ ସ୍ବାସ୍ଥ୍ୟ ସୁସ୍ଥ ରଖିବା ପାଇଁ ୟୁରିନ ପିଅନ୍ତି। ବ୍ରିଟେନରେ ରହୁଥିବା ଏହି ବ୍ୟକ୍ତିଙ୍କ ନାଁ ହେଉଛି ଡେବ ମର୍ଫି। ଗତ ୬ ବର୍ଷରୁ ଡେବ ଲଗାତାର ୟୁରିନ ପିଉଛନ୍ତି ଓ ପୂରା ଫିଟ୍‌ ଅଛନ୍ତି।

ଡେବ ଅନେକ ରୋଗର ଶିକାର ହୋଇଥିଲେ। ହେଲେ କେବଳ ସ୍ୱମୂତ୍ର ପାନ ପରଠୁ ତାଙ୍କ ସ୍ବାସ୍ଥ୍ୟରେ ଅନେକ ସୁଧାର ଆସିଛି। ମର୍ଫିଙ୍କ କହିବା ଅନୁସାରେ ୟୁରିନ ପିଉଥିବାରୁ ତାଙ୍କର ୫୦ କିଲୋ କମିଯାଇଛି। ୟୁରିନ ପିଇବା କୌଣସି ଏନର୍ଜି ଡ୍ରିଙ୍କଠୁ କମ ନୁହେଁ ବୋଲି ସେ ନିଜେ କହିଛନ୍ତି। ଏହା ଦ୍ବାରା ତାଙ୍କ ଶରୀରରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି। ନିଜ ବୟସରୁ ଖୁବ ସାନ ଲାଗନ୍ତି ଡେବ। ଏଭଲି ଚମତ୍କାର ଉପାୟ ଆପଣାଇବାର କାରଣ ସେ ଦର୍ଶାଇ ନଥିଲେ ହେଲେ ଏହା ମଣିଷକୁ ଫିଟ୍‌ ଏଣ୍ଡ ଫାଇନ୍‌ ରଖିବ ବୋଲି ସେ କହିଛନ୍ତି।

   Related Posts