ସାଙ୍ଗକୁ ଲୁହାରଡରେ ପିଟିପିଟି ହତ୍ୟା କଲା ସାଙ୍ଗ

Published By : Prameya-News7 Bureau | October 14, 2019 IST

ବ୍ରହ୍ମପୁର ୧୪/୧୦: ଜଣେ ସାଙ୍ଗ ତା’ ସାଙ୍ଗକୁ ଗାଁଦାଣ୍ଡରେ ପିଟି ପିଟି ହତ୍ୟା କରିଛି। କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି କନିଅ।ରିରେ ଏପରି ଏକ ଅଭାବନୀୟ ଘଟଣା ।

{"id":169909}

ସାମାନ୍ୟ ବଚସା ଯୋଗୁଁ ସାଙ୍ଗ ଅନ୍ୟ ଜଣେ ସାଙ୍ଗଙ୍କୁ ଲୁହାରଡ଼ରେ ପିଟି ପିଟି ହତ୍ୟା କରିଛି ଆଉ ଜଣେ ସାଙ୍ଗ। ମୃତକ ହେଲେ  କାର୍ତ୍ତିକ ପ୍ରଧାନ। ଗତକାଲି ମଧ୍ୟରାତ୍ରରେ ଏହି ଘଟଣା ଘଟିଛି। ଅଭିଯୁକ୍ତକୁ ପୋଲିସ୍ ଅଟକ ରଖି ପଚରାଉଚୁରା ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.