ଶୁକ୍ରବାର, ୨୨ ତାରିଖ ରାଶିଫଳ: ଜାଣନ୍ତୁ କେମିତି କଟିବ ଦିନ

Published By : Prameya-News7 Bureau | January 21, 2021 IST

ମେଷ– ଅଧ୍ୟୟନପୂର୍ବକ ନିଜକୁ ପ୍ରସ୍ତୁତରଖିବାକୁ ପଡିବ । ଅର୍ଥ ପ୍ରାପ୍ତିରସୂଚନାମିଳୁଛି ।ଶୁଭସମାଚାର ପାଇ ଆଶ୍ୱସ୍ତହେବେ । ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୨ ।
କର୍ମଜୀବି-କାର୍ଯ୍ୟବ୍ୟସ୍ତରହିବେ ।
ବ୍ୟବସାୟୀ- ଅର୍ଥ ଲାଭହେବ ।
ଗୃହିଣୀ-ନୂଆବସ୍ତ୍ରଲାଭହେବ ।
ଛାତ୍ରଛାତ୍ରୀ-ବିଜ୍ଞହେବେ ।
ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତିବିଷୟରେଜ୍ଞାନ ନିଅନ୍ତୁ ।
ରୋଗୀ- ଆଜିକିଛି ଦିନ ସତର୍କରୁହନ୍ତୁ ।ଛାତ୍ରଛାତ୍ରୀ- ବିଜ୍ଞହେବେ ।

ବୃଷ– ମନ ପ୍ରଫୁଲ୍ଲରହିବ ।କଳହଠାରୁ ନିଜକୁ ଦୂରେଇରଖିପାରନ୍ତି । ପରିଶ୍ରମରମୂଲ୍ୟମିଳିବ ।କେତେକକ୍ଷେତ୍ରରେଭୁଲବୁଝାମଣାଘଟିପାରେ ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୪ ।
ଚାଷୀ-ଚାଷକାର୍ଯ୍ୟରେଉନ୍ନତି ପରିଲକ୍ଷିତହେବ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ- ଅର୍ଥ ହାନୀହେବ ।
ଗୃହିଣୀ-ସୁଖ ଅନୁଭବକରିବେ ।

ମିଥୁନ - ବିବାଦୀୟଘଟଣାରେବିଜୟୀହେବେ । ଆର୍ଥିକସ୍ଥିତିରେସ୍ୱଚ୍ଛଳତା ଦେଖା ଦେବ ।ଶୁଭକାର୍ଯ୍ୟ ପାଇଁସମୟ ଅନୁକୂଳରହିଛି ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୯ ।
ଚାଷୀ-ଜଳସଞ୍ଚୟକରନ୍ତୁ ।
ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି-କାର୍ଯ୍ୟତତ୍ପରରହିବେ ।
ବ୍ୟବସାୟୀ-ଅର୍ଥ ଲାଭହେବ ।
ଗୃହିଣୀ-ସୁଖ ଅନୁଭବକରିବେ ।
ରୋଗୀ- ବ୍ୟାୟାମ୍‌କରିବାଉଚିତ୍ ।

କର୍କଟ–ନୃତ୍ୟ-ସଙ୍ଗୀତ ପ୍ରିୟହେବେ ।ସତ୍‌-କର୍ମରେ ନିଜକୁ ନିୟୋଜିତକରିପାରନ୍ତି । ଧର୍ମମାର୍ଗରେମନୋନିବେଶକରିବେ ।ଲୋଭହୀନ ହେବେ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୬ ।
ଚାଷୀ-ପୋଖରୀ/ଗାଢିଆକରିଜଳସଞ୍ଚୟକରନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତହେବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି-ଉନ୍ନତିରମାର୍ଗମିଳିବ ।
ବ୍ୟବସାୟୀ- ନୂଆବ୍ୟବସାୟଲାଭହେବ ।
ଗୃହିଣୀ- ପରକୁ ଆପଣାରକରିବେ ।

ସିଂହ –ଶ୍ରୀଚନ୍ଦ୍ରଭୋଗହେଉଥିବାରୁ ଆପ୍ୟାୟିତହେବେ । ଆୟ ଆଶାନୁରୂପ ହେବ ।ସରକାରୀକିମ୍ବାବନ୍ଧୁସୂତ୍ରରୁଲାଭବାନ୍‌ହେବେ ।ଶୁଭରଙ୍ଗନୀଳ ।ଶୁଭ ଅଙ୍କ ୪ ।
ଗୃହିଣୀ-ପୂଜା ପାଠରେବ୍ୟସ୍ତରହିବେ ।
ବ୍ୟବସାୟୀ- ସ୍ୱାଭିମାନୀହେବେ ।
ଚାଷୀ- ଶ୍ରମସାର୍ଥକହେବ ।
ରୋଗୀ- ବ୍ୟାୟାମ୍‌କରିବାଉଚିତ୍ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି-ଉନ୍ନତିରମାର୍ଗମିଳିବ ।

କନ୍ୟା–କର୍ମକ୍ଷେତ୍ରରୁଅର୍ଥ ପ୍ରାପ୍ତିରସୂଚନାମିଳୁଛି ।ବହୁବିଧ ଧନ ସୁଖସନ୍ତୋଷସବୁକିଛିମିଳିବ ।ଉତ୍ତମଗୁଣସମ୍ପନ୍ନ ହେବେ ।ଖର୍ଚ୍ଚ ପରିମାଣବୃଦ୍ଧି ପାଇବ ।ଶୁଭରଙ୍ଗବ୍ରାଉନ୍ ।ଶୁଭ ଅଙ୍କ ୨ ।
ଚାଷୀ-ଆଧୁନିକ ପଦ୍ଧତିରେଚାଷକାର୍ଯ୍ୟକରିବେ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣକରିବେ ।
କର୍ମଜୀବି-ସହଯୋଗମିଳିବ ।
ବ୍ୟବସାୟୀ- ସଦ୍‌ବ୍ୟବହାରକରନ୍ତୁ ।
ଗୃହିଣୀ-କାର୍ଯ୍ୟରେବ୍ୟସ୍ତରହିବେ ।

ତୁଳା–କାର୍ଯ୍ୟର ପୂର୍ଣ୍ଣାଙ୍ଗରୂପ-ରେଖ ଦେଇପାରନ୍ତି ।ସୁସମ୍ବାଦ ପାଇଖୁସିହୋଇପାରନ୍ତି ।ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀହେବେ ।ଶୁଭରଙ୍ଗକଫି ।ଶୁଭ ଅଙ୍କ୩ ।
ରୋଗୀ-ସୁସ୍ଥ ଅନୁଭବକରିବେ ।
ଚାଷୀ- ଜୈବିକସାରମାଟିରେବ୍ୟବହାରଉଚିତ୍ ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମକରିବାକୁ ପଡିବ ।
କର୍ମଜୀବି- ସୁରୁଖୁରୁରେକାର୍ଯ୍ୟକରିବେ ।
ବ୍ୟବସାୟୀ- ନୂଆବ୍ୟବସାୟକ୍ଷତିହେବ ।
ଗୃହିଣୀ- ସୁଖୀହେବେ ।

ବିଛା–ଶୁଭସମାଚାରମିଳିପାରେ ।କର୍ମକ୍ଷେତ୍ର ଉଜ୍ଜ୍ୱଳମୟକରିପାରନ୍ତି । ଆର୍ଥିକସ୍ଥିତିସ୍ୱଚ୍ଛଳରହିବ ।ବିବାଦୀୟଘଟଣାରେବିଜୟୀହେବେ ।ଶୁଭରଙ୍ଗନୀଳ ।ଶୁଭ ଅଙ୍କ ୭ ।
ଚାଷୀ-ଜଳବାୟୁବିଭାଗସହଯୋଗାଯୋଗରଖନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣଶକ୍ତିବଢାଇଥାଏ ।
କର୍ମଜୀବି-ଉନ୍ନତିରମାର୍ଗମିଳିବ ।
ବ୍ୟବସାୟୀ- ସଫଳତାହାତଛଡାହୋଇଯିବ ।
ଗୃହିଣୀ-ସୁଖ ଅନୁଭବକରିବେ ।

ଧନୁ –କର୍ମକ୍ଷେତ୍ରରେଉତ୍ସାହବୃଦ୍ଧି ପାଇବ ।କାର୍ଯ୍ୟରସଫଳରୂପାୟନ କରି ପ୍ରଶଂସାର ପାତ୍ରହେବେ । ଅଧିକକ୍ଷମତା ପାଇଁତା’ରସଦ୍ ବ୍ୟବହାରକରିବେ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୬ ।
ଚାଷୀ-ପୋଖରୀ/ଗାଢିଆକରିଜଳସଞ୍ଚୟକରନ୍ତୁ ।
ରୋଗୀ- ଦେହ ଅସୁସ୍ଥହେଲେଶୀଘ୍ରଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ବ୍ୟାୟାମ୍‌କରନ୍ତୁ ।
କର୍ମଜୀବି-ସହଯୋଗମିଳିବ ।
ବ୍ୟବସାୟୀ- ସଦ୍‌ବ୍ୟବହାରକରନ୍ତୁ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ।

ମକର–ମନୋରଥ ପୂରଣହେବ ।ବହୁବିଦ୍ୟା ପାରଙ୍ଗମହେବେ । ଯଶସ୍ୱୀହେବେ । ନିର୍ଭୟରେକାର୍ଯ୍ୟକରିଚାଲିବେ, ମାତ୍ର ଅଷ୍ଟମଚନ୍ଦ୍ରହେତୁ ଉଚ୍ଚ ସ୍ଥାନରୁ ପତନ ହୋଇପାରେ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୯ ।
ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍‌ହେବେ ।
କର୍ମଜୀବି-କାର୍ଯ୍ୟବ୍ୟସ୍ତରହିବେ ।
ବ୍ୟବସାୟୀ- ସଫଳତାମିଳିବ ।
ଗୃହିଣୀ-କାର୍ଯ୍ୟରେବ୍ୟସ୍ତରହିବେ ।

କୁମ୍ଭ -ଅପାରଗହସ୍ତରୁକାର୍ଯ୍ୟଛଡାଇ ଆଣି ନିଜେସେହିକାର୍ଯ୍ୟରେ ନିୟୋଜିତହୋଇପାରନ୍ତି ।ସୁଖକରଘଟଣାମାନ ଘଟିବ ।କର୍ମକ୍ଷେତ୍ରରେସଫଳତାମିଳିବ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୧ ।
ଚାଷୀ-ଜଳବାୟୁ ପ୍ରତିସତର୍କରୁହନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷାକରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ଅନ୍‌ଲାଇନ୍‌ବିଦ୍ୟା ଆରୋହଣକରିବେ ।
କର୍ମଜୀବି-କର୍ମକ୍ଷେତ୍ରରେଉନ୍ନତିମିଳିବ ।
ବ୍ୟବସାୟୀ- ବନ୍ଧୁଙ୍କସହାୟତାକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ-ପାରିବାରିକକାର୍ଯ୍ୟରେବ୍ୟସ୍ତରହିବେ ।

ମୀନ - ପ୍ରଭୂତବିତ୍ତର ଅଧିକାରୀହୋଇପାରନ୍ତି ।ସୁନ୍ଦର ଓ ମୂଲ୍ୟବାନ୍‌ବସ୍ତୁଲାଭରସୂଚନାମିଳୁଛି ।ବିଭିନ୍ନ ଦିଗରୁସହ-ଯୋଗ ପାଇଶତ୍ରୁକୁ ପରାଜିତକରିମାନସିକଶାନ୍ତିଫେରିପାଇବେ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୮ ।
ଚାଷୀ-ପୋଖରୀ/ଗାଢିଆକରିଜଳସଞ୍ଚୟକରନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି-କର୍ମକ୍ଷେତ୍ରରେଉନ୍ନତିମିଳିବ ।
ବ୍ୟବସାୟୀ- ନୂଆଡିଲ୍‌ମିଳିବ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.