ବାରମ୍ବାର ମିଥ୍ୟା କେସ୍ ଦାଏର ପ୍ରତିବାଦ, ଜିଲ୍ଲା ଏସପିଙ୍କ ନିକଟରେ ଫେରାଦ

Published By : Prameya-News7 Bureau | October 06, 2021 IST

କଳାହାଣ୍ଡି ୦୬/୧୦: ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ସାନଖଇରମାଲ ଗାଁ ର ଶତାଧିକ ଲୋକଙ୍କ ଫେରାଦ । ଭବାନୀପାଟଣା ସଦର ଥାନା ସାନଖଇରମାଲ ଗାଁ ରେ ଜଣେ ପରିବାର ଏଟ୍ରୋସିଟି ଆଇନ ଦୁର ଉପଯୋଗ କରି ଗାଁ ର ଅନେକଙ୍କ ବିରୋଧରେ ବାରମ୍ବାର ମିଥ୍ୟା କେଶ ଦାଏର ପ୍ରତିବାଦରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ୍ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

wp:gallery {"ids":[523016],"linkTo":"none"} /wp:gallery

ଫଳରେ ଲୋକ ଗାଁ ରେ ରହିବାକୁ ଭୟଭୀତ ଥିବା ପ୍ରକାଶ କରିଛନ୍ତି । ଏହି ମିଥ୍ୟା ଏଟ୍ରୋସିଟି କେଶ୍ ର ତଦନ୍ତ ପାଇଁ ଡ଼ିଆଇଜିଙ୍କୁ ଏସପି ଜରିଆରେ ଦାବି ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.