Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ବାରମ୍ବାର ମିଥ୍ୟା କେସ୍ ଦାଏର ପ୍ରତିବାଦ, ଜିଲ୍ଲା ଏସପିଙ୍କ ନିକଟରେ ଫେରାଦ

6/10/2021 at 10:06 AM

କଳାହାଣ୍ଡି ୦୬/୧୦: ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ସାନଖଇରମାଲ ଗାଁ ର ଶତାଧିକ ଲୋକଙ୍କ ଫେରାଦ । ଭବାନୀପାଟଣା ସଦର ଥାନା ସାନଖଇରମାଲ ଗାଁ ରେ ଜଣେ ପରିବାର ଏଟ୍ରୋସିଟି ଆଇନ ଦୁର ଉପଯୋଗ କରି ଗାଁ ର ଅନେକଙ୍କ ବିରୋଧରେ ବାରମ୍ବାର ମିଥ୍ୟା କେଶ ଦାଏର ପ୍ରତିବାଦରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ୍ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ଫଳରେ ଲୋକ ଗାଁ ରେ ରହିବାକୁ ଭୟଭୀତ ଥିବା ପ୍ରକାଶ କରିଛନ୍ତି । ଏହି ମିଥ୍ୟା ଏଟ୍ରୋସିଟି କେଶ୍ ର ତଦନ୍ତ ପାଇଁ ଡ଼ିଆଇଜିଙ୍କୁ ଏସପି ଜରିଆରେ ଦାବି ଜଣାଇଛନ୍ତି ।

   Related Posts