Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ସ୍ବାଧୀନତା ସଂଗ୍ରାମୀ ଶ୍ରୀ ଗୁପ୍ତାଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର

21/07/2020 at 5:32 PM

ସମ୍ବଲପୁର୨୧/୭:  ଆସନ୍ତା ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ୧୦ ଓଡିଆ ସ୍ବାଧୀନତା ସଂଗ୍ରାମୀ ପାଇବେ ରାଷ୍ଟ୍ରପତି ପୁରସ୍କାର | ୧୦ ଜଣଙ୍କ ମଧ୍ଯରେ ସମ୍ବଲପୁର ସ୍ବାଧିନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା ମଧ୍ଯ ରହିଛନ୍ତି | ଏକଥା ଜଣା  ପଡିବା ପରେ ସେହି ଅଂଚଳରେ ଖୁସିର ଲହରି ଖେଳିଯାଇଛି | ସ୍ବାଧିନତା ସଂଗ୍ରାମୀ ଶ୍ରୀ ଗୁପ୍ତା ଅଭିବକ୍ତ ସମ୍ବଲପୁର ଜିଲ୍ଲା ତିଲିଆ ଗ୍ରାମପଂଚାୟତ କଟାପାଲି ଗାଁରେ ୧୯୨୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ | ୧୯୪୫ ମସିହାରେ ମହାତ୍ମାଗାନ୍ଧୀଙ୍କ ଡାକରାରେ ଯୋଗ ଦେଇ ୯ ମାସ ଜେଲ୍ ସହ ତାଙ୍କ ଉପରେ ୫୦ ଟଙ୍କା ଜରିମାନା ହୋଇଥିଲା। ହେଲେ ଜରିମାନା ନଦେବା ପାଇଁ ମନସ୍ଥ କରିବାରୁ ତାଙ୍କୁ ଆହୁରି ବର୍ଷେ ଜେଲ୍ ଦଣ୍ଡ ଭୋଗିବାକୁ ପଡିଥିଲା | କ୍ରାନ୍ତି ଆନ୍ଦୋଳନରେ ତାଙ୍କର ଏହି ଯୋଗଦାନ ପାଇଁ ଆସନ୍ତା କ୍ରାନ୍ତି ଦିବସରେ ରାଷ୍ଟ୍ରପତି ପୁରସ୍କାର ଦିଆଯିବ |ହେଲେ କୋଭିଡ ପାଇଁ ସେ ରାଷ୍ଟ୍ରପତି ଭବନ ଯିବେ ନାହିଁ ବରଂ ରାଜ୍ଯପାଳ ତାଙ୍କ ଘରକୁ ଆସି ସମ୍ମାନିତ କରିବେ | ବର୍ତମାନରେ ମୁରାର କଲମି ଗାଁରେ ପରିବାର ସହ ରହୁଛନ୍ତି |

   Related Posts