Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଆଜି ପଶ୍ଚିମବଙ୍ଗ ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ୫ଟି ଜିଲ୍ଲାର ୪୪ଟି ଆସନରେ ମତଦାନ

10/04/2021 at 7:24 AM

କୋଲକାତା ୧୦।୦୪: ଆଜି ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ୧୨ହଜାର ୩୧୦ଟି ମତଦାନ କେନ୍ଦ୍ର କରାଯାଇଛି।

ପ୍ରତି ବୁଥରେ ଇଭିଏମ ସହ ଭିଭିପ୍ୟାଟରେ ମତଦାନ ବ୍ୟବସ୍ଥା ହୋଇଛି। ମତଦାନ ବେଳେ କୋଭିଡ ଗାଇଡ୍ ଲାଇନକୁ କଡାକଡି ପାଳନ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି । ୫ଟି ଜିଲ୍ଲାର ୪୪ଟି ଆସନରେ ହେଉଥିବା ନିର୍ବାଚନରେ ୩୭୩ ଜଣ ପ୍ରାର୍ଥୀ ଲଢୁଛନ୍ତି। ଏମାନଙ୍କ ମଧ୍ୟରେ ୫୦ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଏହି ପର୍ଯ୍ୟାୟରେ କୁଚବିହାର ଆସନରେ ରାଜ୍ୟ ମନ୍ତ୍ରୀ ବିନୟ କ୍ରିଷ୍ଣ ବର୍ମନ, ନଟବରୀରୁ ରବିନ୍ଦ୍ର ନାଥ ଘୋଷ, ଶିବପୁରରୁ କ୍ରିକେଟିୟର ମନୋଜ ତିୱାରୀ, କୋଲକାତାର ବେଲି ଆସନରୁ ଶିଳ୍ପପତି ଜଗମୋହନ ଡାଲମିଆଙ୍କ ଝିଅ ବୈଶାଳି ଡାଲମିଆ ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି। ସେହିପରି ବିଜେପି ସାଂସଦ ଲକେଟ ଚାଟାର୍ଜୀ ଚୁନଚୁରା ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ଲଢୁଛନ୍ତି।

   Related Posts