ଗାଈ ଚୋର ସନ୍ଦହରେ ୪ ଯୁବକଙ୍କୁ ନିର୍ଦ୍ଧୁମ ମାଡ
28/01/2019 at 4:00 PM

କଟକ ୨୮|୧: ଗାଈ ଚୋର ସନ୍ଦହରେ ୪ ଯୁବକଙ୍କୁ ନିର୍ଦ୍ଧୁମ ମାଡ । ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ କାବୁ କରି ପିଟିଲେ ବିଡାନାସୀ ବାସିନ୍ଦା । ଗୁରୁତର ଅବସ୍ଥାରେ ସେମାନଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାସହ ଏକ ଟାଟା ସୁମୋ ଗାଡିକୁ ପୋଡି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ବିଡାନାସୀ ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି । ବିଳମ୍ବିତ ରାତିରେ ବିଡାନାସୀ ବଉଳ ଛକ ନିକଟରେ ସେମାନଙ୍କୁ ପିଟିଥିଲେ ଲୋକେ ।
Related Posts
ଆଜି ଓ କାଲି କିଛି ସ୍ଥାନରେ ବର୍ଷା ସମ୍ଭାବନା, ଖସିବ ପାରଦ, ବଢିବ ଶୀତ
28 January 2021
ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ, ଦମକଳ ବାହିନୀ ନାକେଦମ୍
27 January 2021