ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗାଲୁରୁ: ଶରୀରରୁ ଚର୍ବି ଘଟାଇବା ହେଲା କାଳ, ପ୍ଲାଷ୍ଟିକ ସର୍ଜରୀ ବେଳେ ଅଭିନେତ୍ରୀଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୫୬୯ କରୋନା ପଜିଟିଭ୍
  • ||
  • ଡାଇଭ୍ ମାରି କ୍ୟାଚ୍ ଧରିଲେ ଜନି ବେୟରଷ୍ଟୋ, ହେଲେ ଅମ୍ପାୟାର କହିଲେ ନଟଆଉଟ୍ ! ଜାଣନ୍ତୁ କାହିଁକି…
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ, ୨ ଗିରଫ
  • ||

ସୋନପୁରରେ ବୃଦ୍ଧଙ୍କୁ ବୋତଲରେ ଭୁଶିଦେଲେ ୪ଜଣ ମଦୁଆ

16/09/2018 at 11:52 AM

ସୋନପୁର ୧୬|୯: ବୃଦ୍ଧଙ୍କୁ ବେ।ତଲରେ ଭୁଶିଦେଲେ ୪ଜଣ ମଦୁଆ । ତରଭା ଦେଉଳପଦର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନାଇକେନପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗାଁରେ ସିଦ୍ଧେଶ୍ବର ସାଙ୍କ ପାନ ଦେ।କାନ ରହିଛି ।ଦେ।କାନକୁ ଆସି ୪ଜଣ ଯୁବକ ମଦ ପିଇ ପାଣି ପାଉଚ୍ ମାଗିଥିଲେ । ନଦେବାରୁ ସିଦ୍ଧେଶ୍ବରଙ୍କ ପେଟରେ ବେ।ତଲ ଭୁଶି ଦେଇଥିଲେ । ପରେ ସେମାନେ ସେଠାରୁ ଫେରାର ହେ।ଇଯାଉଥିଲେ । ଏତିକିବେଳେ ଗାଁ ଲେ।କେ ତାଙ୍କୁ କାବୁ କରି ନିସ୍ତୁକ ପିଟିଥିଲେ । ସିଦ୍ଧେଶ୍ବରଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା କହିଛନ୍ତି ଡାକ୍ତର ।

   Related Posts