ସୋନପୁରରେ ବୃଦ୍ଧଙ୍କୁ ବୋତଲରେ ଭୁଶିଦେଲେ ୪ଜଣ ମଦୁଆ

Published By : Prameya-News7 Bureau | September 16, 2018 IST

ସୋନପୁର ୧୬|୯: ବୃଦ୍ଧଙ୍କୁ ବେ।ତଲରେ ଭୁଶିଦେଲେ ୪ଜଣ ମଦୁଆ । ତରଭା ଦେଉଳପଦର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନାଇକେନପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗାଁରେ ସିଦ୍ଧେଶ୍ବର ସାଙ୍କ ପାନ ଦେ।କାନ ରହିଛି ।ଦେ।କାନକୁ ଆସି ୪ଜଣ ଯୁବକ ମଦ ପିଇ ପାଣି ପାଉଚ୍ ମାଗିଥିଲେ । ନଦେବାରୁ ସିଦ୍ଧେଶ୍ବରଙ୍କ ପେଟରେ ବେ।ତଲ ଭୁଶି ଦେଇଥିଲେ । ପରେ ସେମାନେ ସେଠାରୁ ଫେରାର ହେ।ଇଯାଉଥିଲେ । ଏତିକିବେଳେ ଗାଁ ଲେ।କେ ତାଙ୍କୁ କାବୁ କରି ନିସ୍ତୁକ ପିଟିଥିଲେ । ସିଦ୍ଧେଶ୍ବରଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା କହିଛନ୍ତି ଡାକ୍ତର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.