Sunday, July 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାଁରେ ମଦ ମାଫିଆଙ୍କ ଆକ୍ରମଣ, ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ ୪ ଜଣ ଗ୍ରାମବାସୀ ଗୁରୁତର

ଝାରସୁଗୁଡ଼ା ୧୨/୪ : ଛତିଶଗଡ଼ ସୀମାନ୍ତ ରେଙ୍ଗାଲି ଥାନା ଅନ୍ତର୍ଗତ ବଡ଼ଧରା ଗାଁରେ ବେଆଇନ ମଦକୁ ନେଇ ମାଡ଼ପିଟ୍ । ମଦ ମାଫିଆଙ୍କ ଆକ୍ରମଣରେ ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ ୪ ଜଣ ଗ୍ରାମବାସୀ ଗୁରୁତର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ରେଙ୍ଗାଲିରେ ଉତ୍ତେଜନା ଲାଗିରହିଛି ।  

197 Views

   ସମ୍ବନ୍ଧିତ ଖବର