Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମାଟ୍ରିକ୍ ପରୀକ୍ଷାରଗଣିତ ଓ ଏମ୍ଆର୍ ସିଟ୍ ଗାଏବଘଟଣା: ୪ ନିଲମ୍ବିତ

5/03/2019 at 7:56 PM

ମାଲକାନଗିରି୫|୩: ମାଲକାନଗିରି ଜିଲ୍ଲା ପଡ଼ିଆ ଏସ୍‌ଏସ୍‌ଡି ହାଇସ୍କୁଲ୍‌ରୁ ମାଟ୍ରିକ୍‌ ପରୀକ୍ଷାର ଗଣିତ ଓଏମ୍‌ଆର୍‌ ସିଟ୍‌ ଗାଏବ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଘଟଣାରେ ୪ ଜଣଙ୍କୁ ନିଲମ୍ବିତ କରିଛି ଶିକ୍ଷାବିଭାଗ ।

ପଡ଼ିଆ ଏସ୍‌ଏସ୍‌ଡି ହାଇସ୍କୁଲ୍‌ର ପ୍ରଧାନଶିକ୍ଷକ ତଥା ସୁପରିଟେଣ୍ଡେଣ୍ଟ ବିଦ୍ୟୁତକୁମାରପାତ୍ର, ଡେପୁଟିସୁପରିଟେଣ୍ଡେଣ୍ଟ ଶତ୍ରୁଘ୍ନସ୍ବାଇଁଙ୍କୁ ନିଲମ୍ବିତ କରାଯାଇଛି ।  ଏହାସହ ଗୋଠନପାଲିସ୍କୁଲର ଶିକ୍ଷକ ପ୍ରଭାକରପାଢୀ, ଜଳନ୍ଧର ବେହେରାଙ୍କୁ ମଧ୍ୟନିଲମ୍ବିତ କରାଯାଇଛି । ଘଟଣାକୁ ନେଇ ଗତକାଲି ବ୍ଲକଶିକ୍ଷାଅଧିକାରୀ ପଡିଆଥାନାରେ ଏକଏତଲା ଦେଇଥିଲେ। ଦୁଇଦିନତଳେ ଅର୍ଥାତ ଗତ ରବିବାର ପଡ଼ିଆଏସ୍‌ଏସ୍‌ଡି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରୁ ଗଣିତର ୧୦୮ଟି ଓ ଏମ୍‌ଆର୍‌ ଗାଏବ ହୋଇଯାଇଥିଲା ।

   Related Posts