Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜଲାପୁଟ ଡ୍ୟାମ୍‌ର ୪ଟି ଗେଟ୍ ଖୋଲିଲା

6/09/2019 at 9:23 AM

ଲମତାପୁଟ ୬।୯:  ଲମତାପୁଟ ଜଲାପୁଟ ଡ୍ୟାମ୍‌ର ୪ଟି ଗେଟ୍ ଖୋଲିଲା । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଖୋଲିଲା ଗେଟ୍ । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୨୭୫୦ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୨୨ ହଜାର କ୍ୟୁସେକ୍ ଜଳ । ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୧୨ ହଜାର କ୍ୟୁସେକ୍ ଜଳ ।

   Related Posts