Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ପୋଲିସ କାବ୍‌ଜାରେ ଚାରି ଲୁଟେରା, ଲକ୍ଷାଧିକ ଟଙ୍କା ସହ ଚୋରି ସାମଗ୍ରୀ ଜବତ

8/03/2020 at 5:54 PM

ନୂଆପଡା ୦୮।୦୩ : ୪ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କଲା ପୋଲିସ  । ଗିରଫ ଲୁଟେରାଙ୍କ ନିକଟରୁ ନଗଦ ୧ଲକ୍ଷ ୩୦ ହଜାର ଟଙ୍କା ,୫ ତୋଳା  ସୁନା ,୧୮ ଶହ ଗ୍ରାମ ରୁପା, ଗୋଟିଏ ବାଇକ , ୨୩ଟି ମୋବାଇଲ ସହ ମାରଣାସ୍ତ୍ର ଜବତ କରିଛି ପୋଲିସ  ।

ଗିରଫ ହୋଇଥିବା ଲୁଟେରା ମାନେ ଗଞ୍ଜାମ ଜିଲ୍ଲା ଆସ୍କା ଏବଂ କିଛି ଛତିଶଗଡର ବୋଲି ଜଣାପଡିଛି । ଜାନୁଆରି ୧୮ ରେ ଡିକିଭାଙ୍କି ୪୯ ହଜାର ଲୁଟ୍‌ ପରେ ଟାଉନ ଥାନା ଅଧିକାରୀ ଆଦିତ୍ୟ ମହାକୁରଙ୍କ ନେତୃତ୍ବରେ ଏକ ଦଳ ଗଠନ କରାଯାଇଥିଲା । କିଛି ଛାନ୍‌ଭିନ୍‌ ପରେ ଏହିସବୁ ଲୁଟେରାଙ୍କୁ ଗିରଫ କରାଯାଇଛି ବୋଲି  ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ନୂଆପଡା ଏସ୍‌ପି ବିନିତ ଅଗ୍ରୱାଲ ।

   Related Posts