Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଉରକେଲାରୁ ୪ ଆନ୍ତଃରାଜ୍ୟ ଲୁଟେରା ଗିରଫ

28/07/2019 at 12:59 PM

ରାଉରକେଲା ୨୮|୭: ରାଉରକେଲାରୁ ୪ ଆନ୍ତଃରାଜ୍ୟ ଲୁଟେରା ଗିରଫ ହୋଇଛନ୍ତି । ସମସ୍ତ ଲୁଟେରାଙ୍କୁ ଗିରଫ କରିଛି ରାଉରକେଲା ଜିଆରପି ପୋଲିସ । କାଲୁଙ୍ଗା ଷ୍ଟେସନ ନିକଟରେ ଲୁଟ୍ ପାଇଁ ଯୋଜନା କରୁଥିବାବେଳେ ସେମାନଙ୍କ କାବୁ କରିଥିଲା ପୋଲିସ । ମାରଣାସ୍ତ୍ର ଓ କିଛି ଜିନିଷ ସେମାନଙ୍କଠାରୁ ଜବତ କରିଛି ପୋଲିସ । ଟ୍ରେନ୍ ଯାତ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ସେମାନେ ଲୁଟପାଟ କରୁଥିବା କହିଛି ପୋଲିସ ।

   Related Posts