୪ ଲୁଟେରା ଗିରଫ, ୧୮ଟି ବାଇକ୍ ଓ ଗୋଟିଏ ବୋଲେରୋ ଜବତ
6/07/2019 at 4:54 PM

ବ୍ରହ୍ମପୁର ୬|୭: ଗଞ୍ଜାମ କବିସୂର୍ଯ୍ୟନଗର ପୋଲିସକୁ ବଡ ସଫଳତା । ୪ ଲୁଟେରାଙ୍କୁ ଗିରଫ କଲା ପୋଲିସ । ୧୮ଟି ବାଇକ୍ ଓ ଗୋଟିଏ ବୋଲେରୋ ଜବତ । ଜବତ ସମସ୍ତ ଗାଡି ଭୁବନେଶ୍ବର ଓ ଖୋର୍ଦ୍ଧା ଅଂଚଳର ହୋଇଥିବା ସୂଚନା । ଗିରଫ ଅଭିଯୁକ୍ତମାନେ ବହୁ ଦିନ ଧରି ଚଳାଇଥିଲେ ଲୁଟପାଟ ।