Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

୪ ଲୁଟେରା ଗିରଫ, ୧୮ଟି ବାଇକ୍ ଓ ଗୋଟିଏ ବୋଲେରୋ ଜବତ

6/07/2019 at 4:54 PM

ବ୍ରହ୍ମପୁର ୬|୭: ଗଞ୍ଜାମ କବିସୂର୍ଯ୍ୟନଗର ପୋଲିସକୁ ବଡ ସଫଳତା । ୪ ଲୁଟେରାଙ୍କୁ ଗିରଫ କଲା ପୋଲିସ । ୧୮ଟି ବାଇକ୍ ଓ ଗୋଟିଏ ବୋଲେରୋ ଜବତ । ଜବତ ସମସ୍ତ ଗାଡି ଭୁବନେଶ୍ବର ଓ ଖୋର୍ଦ୍ଧା ଅଂଚଳର ହୋଇଥିବା ସୂଚନା । ଗିରଫ ଅଭିଯୁକ୍ତମାନେ ବହୁ ଦିନ ଧରି ଚଳାଇଥିଲେ ଲୁଟପାଟ ।

   Related Posts