Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଜାଲ୍ କାଗଜପତ୍ର ଦେଇ ବିକୁଥିଲେ ଜମି ; ଗିରଫ ହେଲେ ୪ ଦଲାଲ

19/01/2019 at 10:40 AM

ସାଲେପୁର ୧୯|୧: ଜାଲ ଜମି କାଗଜ ପତ୍ର ଦେଇ ଜମି ହଡପ କରୁଥିବା ୪ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି ।  ୪ ଗିରଫ ହେଲେ- ସଲିମ୍, ବଗୁଲି ନାଥ, ପଲ୍ଲବ ମହାନ୍ତି ଏବଂ ରାମଚନ୍ଦ୍ର ମଳିକଜାଲ୍ କାଗଜ ପତ୍ର ଦେଇ ଅଭିଯୁକ୍ତମାନେ ଚଳାଇଥିଲେ ଜମି ବିକ୍ରି ରାକେଟ୍ ଚଳାଇଥିଲେ । ଜାଲ୍ କାଗଜ ପତ୍ର ଦେଇ କୋଟି କୋଟି ଟଙ୍କାର ଜମି ବିକୁଥିଲେ ।

ଏନେଇ ନ୍ୟୁଜ ୭ରେ ନଭେମ୍ବର ୧୮ରେ ଖବର ପ୍ରସାରଣ ହୋଇଥିଲା । ସାଲେପୁର ପୋଲିସ ଘଟଣାର ତଦନ୍ତ କରି ଏମାନଙ୍କୁ ଆଜି ଗିରଫ କରିଛି ।

   Related Posts