ଜାଲ୍ କାଗଜପତ୍ର ଦେଇ ବିକୁଥିଲେ ଜମି ; ଗିରଫ ହେଲେ ୪ ଦଲାଲ
19/01/2019 at 10:40 AM

ସାଲେପୁର ୧୯|୧: ଜାଲ ଜମି କାଗଜ ପତ୍ର ଦେଇ ଜମି ହଡପ କରୁଥିବା ୪ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି । ୪ ଗିରଫ ହେଲେ- ସଲିମ୍, ବଗୁଲି ନାଥ, ପଲ୍ଲବ ମହାନ୍ତି ଏବଂ ରାମଚନ୍ଦ୍ର ମଳିକ । ଜାଲ୍ କାଗଜ ପତ୍ର ଦେଇ ଅଭିଯୁକ୍ତମାନେ ଚଳାଇଥିଲେ ଜମି ବିକ୍ରି ରାକେଟ୍ ଚଳାଇଥିଲେ । ଜାଲ୍ କାଗଜ ପତ୍ର ଦେଇ କୋଟି କୋଟି ଟଙ୍କାର ଜମି ବିକୁଥିଲେ ।

ଏନେଇ ନ୍ୟୁଜ ୭ରେ ନଭେମ୍ବର ୧୮ରେ ଖବର ପ୍ରସାରଣ ହୋଇଥିଲା । ସାଲେପୁର ପୋଲିସ ଘଟଣାର ତଦନ୍ତ କରି ଏମାନଙ୍କୁ ଆଜି ଗିରଫ କରିଛି ।
Related Posts
କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା
26 January 2021