୪ ଆନ୍ତଃରାଜ୍ୟ ଲୁଟେରା ଗିରଫ, ୩୫ଗ୍ରାମ୍ ସୁନା ଅଳଙ୍କାର ଜବତ

Published By : Prameya-News7 Bureau | October 17, 2019 IST

ସମ୍ବଲପୁର ୧୭|୧୦: ସମ୍ବଲପୁର ଧନୁପାଲିରେ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୪ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୁରଜ ପ୍ରଧାନ, ଦୀନେଶ ପ୍ରସାଦ ସା, ଚନ୍ଦନ କୁମାର ସା ଏବଂ ମହମ୍ମଦ ଆସିଫ ।

{"id":171078}

ସେମାନଙ୍କ ନିକଟରୁ ୩୫ଗ୍ରାମ ସୁନା ଅଳଙ୍କାର ଜବତ କରିଛି ପୋଲିସ । ଏହାସହ ନଗଦ ଏକ ହଜାର ଟଙ୍କା ସହ ୪ଟି ବ୍ୟାଗ୍, ଲୁଟ୍ ପାଇଁ ବ୍ୟବହୃତ ସାମଗ୍ରୀ, ଦୁଇଟି ବାଇକ୍ ଜବତ କରିଛି ପୋଲିସ ।

{"id":171079}

ଗିରଫ ଲୁଟେରା ବିହାର ରବୋଲି ଅଞ୍ଚଳର ବୋଲି ଜଣାପଡିଛି । ଲୁଟେରାଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ସଫା କରିବା ଆଳରେ ବିଭିନ୍ନ ଅଞ୍ଚଳରୁ ଲୁଟ୍ କରୁଥିଲେ ଏହି ଲୁଟେରା ଗ୍ୟାଙ୍ଗ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.