Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ମେଲଟର ପ୍ଲାଣ୍ଟରେ ଲାଗିଲା ନିଆଁ, ୪ ଆହତ

23/07/2019 at 12:51 PM

ଅନୁଗୋଳ ୨୩|୭: ଅନୁଗୋଳ ନାଲକୋ ସ୍ମେଲଟର ପ୍ଲାଣ୍ଟର କାଷ୍ଟ ହାଉସ ବି’ରେ ଅଘଟଣ ଘଟିଛି । ଫ୍ଲସ ଓଭରରେ ନିଆଁ ଲାଗି ଜଣେ ଗୁରୁତର ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ୪ଜଣଙ୍କୁ ପ୍ରଥମେ ନାଲକୋ ଓ ପରେ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସର୍ଟ ସର୍କିଟ୍ ଯୋଗୁଁ ଘଟିଛି ଦୁର୍ଘଟଣା । ଗୁରୁତର ଆହତଙ୍କ ମଧ୍ୟରେ ଜଣେ କଣ୍ଟ୍ରାକ୍ଟର, ୨ ଜଣ ଟ୍ରେନିଂ ଛାତ୍ର, ଆଉ ଜଣେ ମହିଳା ଅଛନ୍ତି ।

   Related Posts