Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଭାରସାମ୍ୟ ହରାଇ ପୋଖରୀକୁ ଖସିଲା କାର୍, ଡ୍ରାଇଭରଙ୍କ ସହ ୪ ଯାତ୍ରୀ ଗୁରୁତର

12/09/2019 at 8:20 AM

ଚାନ୍ଦବାଲି ୧୨।୯: ଭାରସାମ୍ୟ ହରାଇ ରାସ୍ତାରୁ ପୋଖରୀ ମଧ୍ୟକୁ ଖସି ପଡିଲା ଇଣ୍ଡିକା କାର । କାର ଡ୍ରାଇଭରଙ୍କ ସହ ୪ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି l

ସୂଚନାଯୋଗ୍ୟ ଯେ, ଭଦ୍ରକ-ଚାନ୍ଦବାଲି ମୁଖ୍ୟ  ରାସ୍ତା ଚନ୍ଦନପୁର ନିକଟରେ  ଏକ କାର ଭାରସାମ୍ୟ ହରାଇ ରାସ୍ତାରୁ ପୋଖରୀ ମଧ୍ୟକୁ ଖସି ପଡିଛ । ଫଳରେ କାର ଚାଳକଙ୍କ ସହ ୪ ଯାତ୍ରୀ ଗୁରୁତର ଆହାତ ହୋଇଛନ୍ତି l ଗାଡିଟି ନିକଟରେ ଥିବା ମତୋ  ବଜାରରୁ କିଛି ଲୋକଙ୍କୁ ନେଇ କଟକ ବଡ ଡାକ୍ତରଖାନାକୁ ଯାଇଥିଲା ହେଲେ ଫେରିବା ସମୟରେ ଏଭଳି ଘଟଣା ଘଟିଛି ।

ଘଟଣାସ୍ଥଳରେ ସ୍ଥାନୀୟବାସୀ ଆହତ ଲୋକମାନଙ୍କୁ ପୋଖରୀ ମଧରୁ ଉଦ୍ଧାର କରି ଅଗ୍ନିଶମ ଗାଡି ଦ୍ବାରା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ l  ପରେ ଆହାତ ବ୍ୟକ୍ତିମାନଙ୍କୁ  ଚାନ୍ଦବାଲିରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛ  l

   Related Posts