Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଟ୍ରେନ୍‌ରୁ ଭାଙ୍ଗ ବସ୍ତା ଫୋପାଡିଲେ ଦୁର୍ବୃତ୍ତ, ଟ୍ରାକ୍‌ରେ କାମ କରୁଥିବା ୪ କର୍ମଚାରୀ ଆହତ

11/08/2019 at 11:12 AM

ଢେଙ୍କାନାଳ ୧୧|୮: ଚଳନ୍ତା ପୁରୀ-ହାୱଡା ଟ୍ରେନରୁ ଭାଙ୍ଗ ବସ୍ତା ଫୋପାଡି ଦେଲେ ଦୁର୍ବୃତ୍ତ । ବସ୍ତା ପଡି ଟ୍ରାକ୍ ର କାମ କରୁଥିବା ୪ ଗ୍ୟାଙ୍ଗମ୍ୟାନ୍ ଆହତ ହୋଇଛନ୍ତି ।

ଢେଙ୍କାନାଳ ଆରଟିଓ ଅଫିସ ପଛ ପଟେ ଗ୍ୟାଙ୍ଗମ୍ୟାନ୍ ମାନେ କାମ କରୁଥିଲେ । ଏହି ସମୟରେ ଯାଞ୍ଚ ପାଇଁ ଟ୍ରେନରେ ଚଢିଥିଲେ ଆରପିଏଫ। ତେଣୁ ଭୟରେ ଦୁର୍ବୃତ୍ତମାନେ ଭାଙ୍ଗ ବସ୍ତା ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି ।

ଭାଙ୍ଗ ବସ୍ତା ମାଡରେ ଆହତ ହୋଇଥିବା ୪ କର୍ମଚାରୀଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

   Related Posts