ଅଗ୍ନିକାଣ୍ଡରେ ଜଳିଗଲା ୪ବଖରା, ଆସବାବପତ୍ର ପୋଡି ପାଉଁଶ
29/10/2019 at 9:04 AM

କୃଷ୍ଣପ୍ରସାଦ ୨୯।୧୦: ଅଗ୍ନିକାଣ୍ଡରେ ଜଳିଗଲା ୪ବଖରା ଘର । ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ନନ୍ଦଳା ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା ।

ଅଗ୍ନିକାଣ୍ଡ ଫଳରେ ଶରତ ଚନ୍ଦ୍ର ସ୍ବାଇଁଙ୍କ ୪ ବଖରା ଘର ଜଳିଯାଇଛି । ଦୁଇଟି ବଳଦ ମଧ୍ୟ ଗୁରୁତର ହୋଇଛନ୍ତି । ଘରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ମାଲୁଦ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିଲା । ବିଦ୍ୟୁତ୍ ସର୍ଟ ସର୍କିଟ୍ ରୁ ନିଆଁ ଲାଗିଥିବା ଜଣା ପଡ଼ିଛି ।
Related Posts
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021