ଭୟାବହ ଅଗ୍ନିକାଣ୍ଡ : ୪ବଖରା ଘର ସହ ୪ଟି ଗାଈ ଓ ୮ଟି ଛେଳି ଜୀବନ୍ତ ଦଗ୍ଧ

Published By : Prameya-News7 Bureau | September 18, 2019 IST

ମାର୍ଶାଘାଇ ୧୮।୯: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଆଙ୍କୋ ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ୪ ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ନିଆଁରେ ପୋଡି ହୋଇ ୪ଟି ଗାଈ ଓ ୮ ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.