ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା ଘର

Published By : Prameya-News7 Bureau | June 29, 2021 IST

ଚଣ୍ଡିଖୋଲ ୨୯।୬: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅରାବଳ ପଞ୍ଚାୟତ ନାଳକୂଳ ଗ୍ରାମରେ ଅଗ୍ନିକାଣ୍ଡ । ନିଆଁ ଲାଗି ୪ ବଖରା ଛପର ଘର ପୋଡି ପାଉଁଶ ହୋଇଯାଇଛି । ଗାଁର ମନ୍ଦରା ମଳିକ, ଚନ୍ଦରା ମାଲିକଙ୍କ ଘର ପୋଡିଯାଇଥିବା ଜଣାପଡିଛି ।

{"id":472897,"width":748,"height":411,"sizeSlug":"large","linkDestination":"none"}

ବିଦ୍ୟୁତ ସର୍ଟ ସର୍କିଟରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.