ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରାରୁ ଅଧିକ ଘର

Published By : Prameya-News7 Bureau | January 12, 2020 IST

ଭଦ୍ରକ୧୨|୧: ଅଗ୍ନିକାଣ୍ଡରେ ୪ବଖରାରୁ ଅଧିକ ଘର ଭସ୍ମୀଭୂତ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଇଛାପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି । ଗାଁର ଦୁର୍ଜ୍ୟଧନ ରାଉତଙ୍କ ଘରୁ ପ୍ରଥମେ ନିଆଁ ଲାଗିଥିଲା ।  ଧିରେ ଧିରେ ନିଆଁ ଅନ୍ୟ ଘରକୁ ବ୍ୟାପିଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଧାମନଗର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.