Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଶିଶୁବଳି ଉଦ୍ୟମ ସନ୍ଦେହ ; ୪ ଅଟକ, ଜଣେ ଫେରାର

6/06/2019 at 8:59 AM

ଝାରସୁଗୁଡା ୬|୬: ଝାରସୁଗୁଡାରେ ଶିଶୁବଳି ଉଦ୍ୟମ ସନ୍ଦେହ । ଶିଶୁବଳି ପାଇଁ ବେଲପାହାଡ ନିକଟସ୍ଥ ଲିମଟିକ୍ରା ଜଙ୍ଗଲରେ ପୂଜାପାଠ ଚାଲିଥିବା ବେଳେ ଘେରି ଯାଇଥିଲେ ଗ୍ରାମବାସୀ । ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ୪ ଜଣଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ ।

ଗତରାତିରେ ଜଙ୍ଗଲରେ ତାନ୍ତ୍ରିକଙ୍କ ମାଧ୍ୟମରେ ପୂଜାର୍ଚ୍ଚନା ଚାଲିଥିବା ଦେଖି ଲୋକେ ସନ୍ଦେହ କରିଥିଲେ । ଲୋକଙ୍କୁ ଦେଖି ପୂଜାରେ ବସିଥିବା ଶିଶୁକୁ ଜଣେ ବୋଲେରୋରେ ବସାଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଅନ୍ୟମାନଙ୍କୁ ଗ୍ରାମବାସୀ ଧରିବା ପରେ ପୋଲିସର ଜିମାରେ ଦେଇଥିଲେ । ୪ ଅଟକଙ୍କୁ ପୋଲିସ ପଚରାଉଚରା ଚଳାଇଛି । ଗୁପ୍ତ ଧନ ସନ୍ଧାନରେ ପୂଜା ଚାଲିଥିଲା ବୋଲି ପୋଲିସ କହିଛି ।

   Related Posts