ମର୍ମନ୍ତୁଦ ସଡକ ଦୁର୍ଘଟଣା : ୪ ମୃତ, ଜଣେ ଗୁରୁତର
3/11/2019 at 10:40 AM

ଆନ୍ଧ୍ର ପ୍ରଦେଶ ୩।୧୧: ଆଜି ଆନ୍ଧ୍ର ପ୍ରଦେଶ କୃର୍ଷ୍ଣା ଜିଲ୍ଲାର ଗାରିକାପାଡୁ ଚେକପୋଷ୍ଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦରୁ ବିଜୟାଓ୍ବାଡା ଯାଉଥିବା ସମୟରେ ନିୟନ୍ତ୍ରଣ ହରାଇ ବିପରୀତ
ଦିଗରୁ ଆସୁଥିବା ଏକ ଅଟୋ ସହିତ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ
ହୋଇଥିବା ବେଳେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ
ଜଣେ ବ୍ୟକ୍ତି ମୃତ୍ୟୁ ହୋଇଛି । ଗୁରୁତର ଥିବା ବ୍ୟକ୍ତିଙ୍କ
ଚିକିତ୍ସା ଜାରି ରହିଛି
Related Posts
ଚମୋଲିରେ ପୁଣି ଭାଙ୍ଗିଲା ଗ୍ଲେସିୟର, ବଢ଼ିଲା ଋଷିଗଙ୍ଗା ଜଳସ୍ତର
23 April 2021