Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

୪ ବାଇକ୍ ଲୁଟେରା ଗିରଫ, ୩ ବାଇକ୍ ଜବତ

20/06/2020 at 3:12 PM

କଣ୍ଟାବାଞ୍ଜି ୨୦।୬: କଣ୍ଟାବାଞ୍ଜି ପୋଲିସକୁ ମିଳିଛି ସଫଳତା । ଗିରଫ ହୋଇଛନ୍ତି ବାଇକ୍ ଲୁଟେରା ।  ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଚୋରମାନେ ଏକ ସ୍ଥାନରେ ବସି ଖଟି କରୁଥିଲେ । ଚୋରମାନେ  ପୋଲିସକୁ ଦେଖି ଫେରାର ହେବାକୁ ଉଦ୍ୟମ କରିଥିଲେ ହେଲେ ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ସମସ୍ତଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରି ସେମାନଙ୍କ ନିକଟରୁ ୩ଟି ଚୋରି  ବାଇକ୍ ଜବତ କରିବା ସହ ପୋଲିସ ୪ ଜଣକୁ ଗିରଫ କରିଛି । ଗିରଫ ଚୋରମାନେ ହେଲେ ବେଲପଡା ଥାନା ମୁଡ଼ାଗାଁର ରାଜକିଶୋର ମହାନନ୍ଦ, କଣ୍ଟାବାଞ୍ଜିର ରୋହିତ ପାଣ୍ଡେ, ପ୍ରେମ ବେହେରା, ମନୋଜ ମହେର । ପୂର୍ବରୁ ଗିରଫମାନଙ୍କ ମଧ୍ୟରୁ କିଛି ଜଣଙ୍କ ନାଁରେ ଥାନାରେ ଏକାଧିକ ମାମଲା ଥିବା ଜଣାଯାଇଛି ।

   Related Posts