Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ଚଢାଉ, ଶାଗୁଆନ କାଠ ସହ ୪ ଗିରଫ

7/07/2021 at 5:05 PM

ତେଲକୋଇ ୭।୭: ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ସଲେଇକେନା ଓ କଳାପୋଖରୀ ସଂରକ୍ଷିତ ଜଙ୍ଗଲ ଶିଙ୍କୁଳାବାହାଳ ଗାଁ ନିକଟ ଜଙ୍ଗଲରେ ବେଆଇନ ଭାବେ ଶାଗୁଆନ କାଠ କାଟୁଥିବା ବେଳେ କାଠ ସହ ୪ ଜଣଙ୍କୁ ଗିରଫ କରିଛି ବନବିଭାଗ । ସେମାନଙ୍କଠାରୁ କାଠ କାଟିବା ସରଞ୍ଜାମ ମଧ୍ୟ ଜବତ କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ଛତିଶଗଡ ରାଜ୍ୟରୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଘର ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଆନୁମାନିକ ୫୦ ହଜାର ଟଙ୍କାର ଶାଗୁଆନ କାଠ ଜବତ କରିଛନ୍ତି ବନ ବିଭାଗ କର୍ମଚାରୀ ।

ଏହି ଘଟଣାରେ କିଛି ସ୍ଥାନୀୟ ମୁଷ୍ଟିମେୟ ଲୋକଙ୍କ ହାତ ଥିବା ବନ ବିଭାଗ ଅନୁମାନ କରୁଛି । ବାରମ୍ବାର ସଂରକ୍ଷିତ ଜଙ୍ଗଲରେ ମୂଲ୍ୟବାନ କାଠ କାଟୁଥିବା ବେଳେ ବାହାର ରାଜ୍ୟର ଲୋକଙ୍କୁ ଗିରଫ କରୁଛି ବନ ବିଭାଗ । କୌଣସି ଏକ ବଡ ମାଫିଆ ଦଳ

   Related Posts