ଚୋରା ଚାଲାଣ ବେଳେ ପ୍ରାୟ କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

Published By : Prameya-News7 Bureau | May 12, 2020 IST

ମାଲକାନଗିରି ୧୨।୫: ମାଲକାନଗିରି ଜିଲ୍ଲାରୁ ଛତିଶଗଡକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଓର୍କେଲ ଥାନା ପୋଲିସ ହାତରେ ଧରାପଡିଛି ଏକ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗ୍ୟାଙ୍ଗ୍ । ଗ୍ୟାଙ୍ଗର ମୁଖ୍ୟ ଅଜୟ ମଣ୍ଡଳଙ୍କ ସହ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ବାଲିମେଳା ଅଞ୍ଚଳର ବୋଲି ଜଣାପଡିଛି ।

{"id":268506,"sizeSlug":"large"}

ଏକ ପିକଅପ ଭ୍ୟାନରେ ଧାନ ବସ୍ତା ନେଉଥିବା ବାହାନାରେ ୬୦ ବସ୍ତା ଗଞ୍ଜେଇ ଚାଲାଣ କରୁଥିଲେ । ତେବେ ପୋଲିସ ଏହାକୁ ଯାଞ୍ଚ କରିବା ପରେ ସେଥିରୁ ପ୍ରାୟ ଦୁଇ ହଜାର କେଜି ଗଞ୍ଜେଇ ବାହାରିଥିଲା ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ମାଲକାନଗିରି ଏସପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.