Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବିଜେଡିରୁ ଇସ୍ତଫା ଦେଲେ ପାଲଲହଡା ପୂର୍ବତନ ବିଧାୟକ ରବିନାରାୟଣ ପାଣି

7/04/2019 at 2:57 PM

ଭୁବନେଶ୍ବର ୭|୪ : ବିଜେଡିରୁ ଇସ୍ତଫା ଦେଲେ ପାଲଲହଡାର ପୂର୍ବତନ ବିଧାୟକ ରବିନାରାୟଣ ପାଣି । ନବୀନ ନିବାସ ଯାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରବି ପାଣି । ତେବେ ଦଳ କାର୍ଯ୍ୟରେ ଅସନ୍ତୋଷ ଥିବା ହେତୁ ସେ ଦଳ ଛାଡିଛନ୍ତି ବୋଲି କହିଛନ୍ତି । ଦଳ ଯେଉଁପରି ଚାଲିଛି ମୁଁ ଅସହାୟ ହୋଇ ଇସ୍ତଫା ଦେଲି ବୋଲି ସେ ପ୍ରକାଶ କରିଛନ୍ତି । ସେ ଦେବଗଡର ଲୋକସଭା ସଦସ୍ୟ ଏବଂ ପାଲଲହଡାର ବିଧାୟକ ଥିଲେ।

   Related Posts