ମୁମ୍ବାଇ ୧୬/୪: କରୋନା ଭାଇରସ୍ ସହ ଲଢ଼ିବା ପାଇଁ ଏବେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରକାରର ଅଭିଯାନ ଚାଲିଛି। ଏପରି କ୍ଷେତ୍ରରେ ସେଲିବ୍ରିଟିମାନେ ମଧ୍ୟ ଲୋକଙ୍କ ମଧ୍ୟରେ କରୋନା ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଗକୁ ଆସୁଛନ୍ତି।
କରୋନା ଭାଇରସ୍ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏବଂ ଚର୍ଚ୍ଚା କରିବା ପାଇଁ ୩ଜଣ ସୁନ୍ଦରୀ ଆଗକୁ ଆସିଛନ୍ତି। ଏପରି ସଙ୍କଟମୟ ଅବସ୍ଥାରେ ୨୦୧୭ମସିହାରେ ମିସ୍ ଓ୍ବାଲ୍ଡ ହୋଇଥିବା ମାନୁଷୀ ଛିଲ୍ଲାର,୨୦୧୬ମସିହାରେ ମିସ୍ ଓ୍ବାଲଡ ହୋଇଥିବା ଷ୍ଟେଫନି ଡେଲ୍ ବୈଲି ଏବଂ ୨୦୧୮ମସିହାର ମିସ୍ ଓ୍ବାଲ୍ଡ ଭାନେସା ପୋନ୍ସ ସାମନାକୁ ଆସିଛନ୍ତି।
View this post on Instagram
Coronas contra el virus!!!! Así esta la dinámica! Dona algunos de los siguientes artículos a una persona a tu alrededor que viva al día: -Gel antibacterial, cloro, cubre bocas, jabón o microdacyn, arroz, frijol, pasta, verduras enlatadas, atún enlatado, agua purificada, leche en polvo, aceite para cocinar, papel higiénico y lentejas. (Estos son solo ejemplos) Toma una foto de la donación con una hoja con los #coronascontraelvirus #mexiconoestassolo , etiqueta a @ximenanr @sofaragon @andreatoscanno @denissefrancop y nosotros repostearemos a todos los mexicanos que se sumen. Aquellos que ayuden a 3 o más personas podrán participar en un live semanal con nosotras donde nos contarán su experiencia y podrán hacernos preguntas! 😉 No te pongas en riesgo, busca a alguien de tu entorno cercano y recuerda, aunque puedas dar poco, eso ayudará y cambiará la vida de esa familia! Vamos México!! #todoscontraelvirus #coronascontraelvirus #mexiconoestassolo
A post shared by Vanessa Ponce de Leon (@vanessaponcedeleon) on
ମାନୁଷୀ ପୂର୍ବରୁ ହିଁ ହରିୟାଣା ରାଜ୍ୟ ସରକାର ଏବଂ ୟୁନିସେଫ ଇଣ୍ଡିଆ ସହ ଭାରତର ଲୋକଙ୍କ ମଧ୍ୟରେ କୋଭିଡ-୧୯ବିଷୟରେ ସଚେତନତା ସୃଷ୍ଟି କରିବାକୁ ପାଇଁ ସାମିଲ ହୋଇଛନ୍ତି।