Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ବିଶ୍ବକୁ କରୋନା କବଳରୁ ମୁକ୍ତ କରିବେ ବିଶ୍ବସୁନ୍ଦରୀମାନେ : ମୁଖ୍ୟ ଭୂମିକା ଗ୍ରହଣ କରିବେ ଭାରତର ମାନୁଷୀ ଛିଲ୍ଲାର

16/04/2020 at 7:15 PM

ମୁମ୍ବାଇ ୧୬/୪: କରୋନା ଭାଇରସ୍ ସହ ଲଢ଼ିବା ପାଇଁ ଏବେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରକାରର ଅଭିଯାନ ଚାଲିଛି। ଏପରି କ୍ଷେତ୍ରରେ ସେଲିବ୍ରିଟିମାନେ ମଧ୍ୟ ଲୋକଙ୍କ ମଧ୍ୟରେ କରୋନା ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଗକୁ ଆସୁଛନ୍ତି।

View this post on Instagram

Here’s looking forward to sun kissed days. ☀️

A post shared by Manushi Chhillar (@manushi_chhillar) on

କରୋନା ଭାଇରସ୍ ବିଷୟରେ ସଚେତନତା ସୃ​‌ଷ୍ଟି କରିବାକୁ ଏବଂ ଚର୍ଚ୍ଚା କରିବା ପାଇଁ ୩ଜଣ ସୁନ୍ଦରୀ ଆଗକୁ ଆସିଛନ୍ତି। ଏପରି ସଙ୍କଟମୟ ଅବସ୍ଥାରେ ୨୦୧୭ମସିହାରେ ମିସ୍ ଓ୍ବାଲ୍ଡ ହୋଇଥିବା ମାନୁଷୀ ଛିଲ୍ଲାର,୨୦୧୬ମସିହାରେ ମିସ୍ ଓ୍ବାଲଡ ହୋଇଥିବା ଷ୍ଟେଫନି ଡେଲ୍ ବୈଲି ଏବଂ ୨୦୧୮ମସିହାର ମିସ୍ ଓ୍ବାଲ୍ଡ ଭାନେସା ପୋନ୍ସ ସାମନାକୁ ଆସିଛନ୍ତି।

ମାନୁଷୀ ପୂର୍ବରୁ ହିଁ ହରିୟାଣା ରାଜ୍ୟ ସରକାର ଏବଂ ୟୁନିସେଫ ଇଣ୍ଡିଆ ସହ ଭାରତର ଲୋକଙ୍କ ମଧ୍ୟରେ କୋଭିଡ-୧୯ବିଷୟରେ ସଚେତନତା ସୃଷ୍ଟି କରିବାକୁ ପାଇଁ ସାମିଲ ହୋଇଛନ୍ତି।

   Related Posts