Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଚାପୁଡ଼ା ମାରିଲେ ଜିଲ୍ଲାପାଳ, ଚୁଟି ଟଣା ଖାଇଲେ ଉପ-ଜିଲ୍ଲାପାଳ, ବନ୍ଧା ହେଲେ ବିଜେପି ନେତା… ଦେଖନ୍ତୁ ପୂରା ଭିଡିଓ

24/01/2020 at 8:20 PM

ଭୋପାଳ୨୪/୧: ଜିଲ୍ଲାପାଳଙ୍କ ଉପରେ ଅଭଦ୍ର ଟିପ୍ପଣୀ ଦେଇ ଗିରଫ ହେଲେ ଭାଜପା ନେତା ଓ ପୂର୍ବତନ ମନ୍ତ୍ରୀ ବଦ୍ରୀଲାଲ ଯାଦବ। ଜାନୁଆରୀ ୧୯ ତାରିଖରେ ସିଏଏ ସମର୍ଥନରେ ବିଜେପି ତ୍ରୀରଙ୍ଗା ଯାତ୍ରା ବାହାର କରିଥିଲା। ମହିଳା କଲେକ୍ଟର ନିଧୀ ନିବେଦିତା ବିଜେପିର ଜିଲ୍ଲା ପ୍ରଭାରୀ ରବି ବଡ଼ୋନେଙ୍କୁ ଚାପୁଡ଼ା ମାରିଥିଲେ।

ଏହି ସମୟରେ ଘଟଣାସ୍ଥଳରେ ଉପ-ଜିଲ୍ଳାପାଳ ପ୍ରିୟା ଶର୍ମା ବି ଉପସ୍ଥିତ ଥିଲେ। ଉପ-ଜିଲ୍ଲାପାଳ ପ୍ରିୟା ଶର୍ମା ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଭିତରେ ଠେଲାପେଲା ମଧ୍ୟ ହୋଇଥିଲା। ଉଭୟଙ୍କ ଭିତରେ ବାକଯୁଦ୍ଧ ଚାଲିଥିବା ସମୟରେ ପ୍ରିୟା ଶର୍ମାଙ୍କ ଚୁଟି ଟାଣି ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର ଜିଲ୍ଳାପାଳ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲେ।

ଏହି ଘଟଣାରେ ଜିଲ୍ଳାପାଳ ଓ ଉପ-ଜିଲ୍ଳାପାଳଙ୍କ ଅଭିଯୋଗରେ ବିଜେପିର ଜଣେ ନେତା  ଓ ମନ୍ତ୍ରୀଙ୍କୁ ପୋଲିସ ଗିରଫ କରିଛି। କିଛିଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଜିଲ୍ଳାପାଳ ନିଧି ନିବେଦିତା ଜଣେ ବିଜେପି ନେତାଙ୍କୁ ଚାପୁଡ଼ ମାରି ଥିଲେ। ଏ ନେଇ ଘଟଣାସ୍ଥଳରେ ମଧ୍ୟ ଉତ୍ତେଜନା ବଢ଼ି ଯାଇଥିଲା।

   Related Posts