ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନି କରୋନାରେ ସଂକ୍ରମିତ : ହସ୍ପିଟାଲରେ ଭର୍ତ୍ତି
4/09/2020 at 6:33 PM

ରୋମ୍ ୪/୯: ଦେଶବ୍ୟାପି କରୋନା ମହାମାରୀର ପ୍ରକୋପ ଏବେ ବି ଜାରି ରହିଛି। ଲଗାତାର ବର୍ଦ୍ଧିତ ସଂକ୍ରମଣ ଯୋଗୁଁ ସବୁ ବର୍ଗର ଲୋକେ ଏହା ଦ୍ବାରା ପ୍ରଭାବିତ ହେଉଛନ୍ତି। ବର୍ତ୍ତମାନ ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନି ଏହା କବଳରେ ଆସି ଯାଇଛନ୍ତି।

କୋଭିଡ-୧୯ରେ ସଂକ୍ରମିତ ହେବା ପରେ ୮୩ବର୍ଷ ବୟସ୍କ ବର୍ଲୁସ୍କୋନିଙ୍କୁ ଡାକ୍ତରଙ୍କ ନିରୀକ୍ଷଣରେ ରଖିବା ପାଇଁ ଶୁକ୍ରବାର ସକାଳେ ମିଲାନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ରାଜନୈତିକ ପାର୍ଟି ତରଫରୁ ବୟାନରେ କୁହାଯାଇଛି ଯେ ସେ ପୂରାପୂରି ଠିକ୍ ଅଛନ୍ତି।

Related Posts
ପୋଲିସ ଆକ୍ସନ ଭୟ, ସୀମାରେ ରାତି ସାରା ଅନିଦ୍ରା ରହିଲେ ଚାଷୀ
28 January 2021
ଆସନ୍ତାକାଲିଠୁ ବଜେଟ ଅଧିବେଶନ, ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟସଭା ଅଧ୍ୟକ୍ଷ
28 January 2021
ଲାଲକିଲ୍ଲାରେ ଡକାୟତି ନେଇ ମାମଲା ରୁଜୁ, ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ
27 January 2021