ଭିଜିଲାନ୍ସ ଜାଲରେ ବ୍ଲକ୍ ପୂର୍ବତନ ଠିକା କର୍ମଚାରୀ, ମ୍ୟାରେଜ୍ ସାର୍ଟିଫିକେଟ୍ କରାଇଦେବାକୁ ନେଉଥିଲେ ୩ ହଜାର
18/01/2021 at 6:08 PM

ଖୋର୍ଦ୍ଧା ୧୮।୧: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ପୂର୍ବତନ ଠିକା କର୍ମଚାରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଠିକା କର୍ମଚାରୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ମ୍ୟାରେଜ ସାର୍ଟିଫିକେଟ୍ କରାଇଦେବା ନେଇ ବିକାଶ ସ୍ବାଇଁ ନାମକ ବ୍ୟକ୍ତିଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ଦ୍ବାରା ଅଟକ ଅଛନ୍ତି ।
Related Posts
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021
ଜଙ୍ଗଲରେ ଲାଗିଛି ନିଆଁ, ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ
26 February 2021