ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କରୋନା ଆକ୍ରାନ୍ତ, ଟ୍ବିଟ୍‌କରି ଦେଲେ ସୂଚନା

Published By : Prameya-News7 Bureau | October 03, 2021 IST

ଭୁବନେଶ୍ବର ୦୩/୧୦ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ଟ୍ବିଟ୍‌ କରି ନିଜେ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି ।

wp:embed {"url":"https://twitter.com/pcsarangi/status/1444627237416804352","type":"rich","providerNameSlug":"twitter","responsive":true}
https://twitter.com/pcsarangi/status/1444627237416804352
/wp:embed

ଟ୍ବିଟ୍‌ କରି ନନା କହିଛନ୍ତି, ‘କରୋନା ଲକ୍ଷଣ ଦେଖାଦେବାରୁ ନିଜର ପରୀକ୍ଷା କରାଇଥିଲି । ରିପୋର୍ଟ ପଜିଟିଭ ଆସିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ ଚିକିତ୍ସା ପାଇଁ ଭୁବନେଶ୍ବର AIIMSକୁ ଯାଉଛି । ଯେଉଁମାନେ ଗତ କିଛିଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ଆଇସୋଲେଟ୍‌ କରି ରଖନ୍ତୁ ଏବଂ ଦରକାର ହେଲେ କରୋନା ପରୀକ୍ଷା କରାଇନିଅନ୍ତୁ । ’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.