Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ରହ୍ମପୁର: ରାସନ ପାଇଁ ଠେଲାପେଲା, ଭୁଲି ଗଲେ ସାମାଜିକା ଦୂରତା ନିୟମ

5/05/2020 at 10:27 PM

ବ୍ରହ୍ମପୁର୫/୫: ବ୍ରହ୍ମପୁରରେ ଲକଡାଉନ୍ ସମୟରେ ଲୋକଙ୍କ ଗହଳ ଚହଳ।

ରାସନ୍ ନେବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

ଏଠାରେ ସାମାଜିକ ଦୂରତ୍ବ ରକ୍ଷା କରିବାରେ ବିଫଳ ହୋଇଛନ୍ତି ।

ସାମାଜିକ ଦୂରତ୍ବର ଉଲଂଘ୍ନ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ସାଧାରଣ ରେସନ୍ ନେବାକୁ ଲୋକଙ୍କ ଏଭଳି ଗହଳ ଚହଳ ଦେଖିବାକୁ ମିଳିଛି ।

   Related Posts