ଭିଜିଲାନ୍ସ ଜାଲରେ ଫରେଷ୍ଟର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍

Published By : Prameya-News7 Bureau | September 26, 2019 IST

ବୌଦ୍ଧ ୨୬।୯: ଭିଜିଲାନ୍ସ ଜାଲରେ ଓଡିଶା ଅଣ ଗେଜେଟ୍ ବନ ସେବାସଂଘ ସଭାପତି ଜଗବନ୍ଧୁ ପାତ୍ର । ଜଗବନ୍ଧୁ ବୌଦ୍ଧ କେନ୍ଦୁପତ୍ର ବିଭାଗର ଫରେଷ୍ଟର ଅଛନ୍ତି ।

{"id":162832}

ବୌଦ୍ଧ ଥାନା ଅନ୍ତର୍ଗତ ରାଇଠାଣି ଗାଁ ନିକଟରେ ଥିବା ତାଙ୍କର ୨ଟି ବାସଭବନ, ଭଡା ଦିଆଯାଇଥିବା କାର୍, ସୋରୁମ୍ ତଥା ସମ୍ପର୍କୀୟଙ୍କ ଘରେ ବୌଦ୍ଧ ଓ ଫୁଲବାଣୀ ଭିଜିଲାନ୍ସର ମିଳିତ ଚଢାଉ ଜାରି ରଖିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଛାପା ମାରୁଛି ଭିଜିଲାନ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.