Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

୧୨ଦିନ ହେବ ଅସୁସ୍ଥ ହୋଇ ପଡିଥିବା ହାତୀର ଚିକିତ୍ସା କଲା ବନବିଭାଗ

9/02/2019 at 8:14 AM

ତେଲକୋଇ ୯|୨: ୧୨ଦିନ ହେବ ଅସୁସ୍ଥ ହୋଇ ପଡିଥିବା ହାତୀର ଚିକିତ୍ସା କଲା ବନବିଭାଗ । ତେଲକୋଇ ରେଞ୍ଜର କୁଳଙ୍ଗ ଗାଁ ଜଙ୍ଗଲରେ କୌଣସି କରଣରୁ ହାତୀଟିର ବାମ ଗୋଡରେ ଆଘାତ ଲାଗିଥିଲା । ଏନେଇ ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ । ପରେ ହାତୀଟି ସେଠାରୁ ଅନ୍ୟତ୍ର ଚାଲିଯାଇଥିଲା । ବନବିଭାଗର କର୍ମଚାରୀ ହାତୀଟିକୁ ଖୋଜିବାରେ ଲାଗିଥିଲେ । ବହୁ ଖୋଜା ଖୋଜି ପରେ ଗତକାଲି ହାତୀଟିକୁ କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ଗଡପଳାଶୁଣି ବଡସାହି ଜଙ୍ଗଲରେ ଠାବ କରାଯାଇଥିଲା । ପରେ ଘଟଣା ସ୍ଥଳରେ ପଶୁ ସର୍ଜରୀ ପ୍ରଫେସର ଇନ୍ଦ୍ରମଣି ନାଥ, ଡାକ୍ତରସତ୍ୟ ବିକ୍ରମ ତରାଇ, ଡାକ୍ତର ପ୍ରତିସର, ଡାକ୍ତର ବରୁଣଙ୍କ ସହିତ ନନ୍ଦନକାନନର ଗନମ୍ୟାନ ଦୁଷ୍ମନ୍ତ ନାୟକ, ତେଲକୋଇ ବନାଞ୍ଚଳ ଅଧିକାରୀମାନେ ମିଶି ହାତୀଟିର ଚିକିତ୍ସା କରିଥିଲେ ।

   Related Posts