Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ହାତୀ ଶିକାରୀ ସନ୍ଦେହରେ ୬ଅଟକ, ଗାଡି କାଚରେ ରହିଛି ‘ପ୍ରେସ୍‌’

7/07/2020 at 12:21 PM

ତେଲକୋଇ ୦୭।୦୭:  ଜଙ୍ଗଲରେ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ୬ ଜଣକୁ ହାତୀ ଶିକାରୀ ଅନୁମାନ କରି ଧରିଲା ବନବିଭାଗ । କେନ୍ଦୁଝର ତେଲକୋଇ ବନାଞ୍ଚଳ ଅଧିନସ୍ଥ କରଦାଙ୍ଗି ଗାଁ ଶିଖେଶ୍ବର ପାହାଡ ଅଞ୍ଚଳରେ ଏମାନେ ସନ୍ଦେହଜନକ ଭାବରେ ବୁଲୁଥିବା  ଗାଁ ଲୋକେ ତେଲକୋଇ ବନବିଭାଗକୁ ଖବର ଦେଇଥିଲେ । ଗ୍ରାମବାସୀ ସେମାନଙ୍କୁ କାବୁ କରି ବନବିଭାଗକୁ ହସ୍ତାନ୍ତର କରିଥିଲେ ।

ସେମାନେ ଗୋଟିଏ କାର ଓ ବାଇକ ଯୋଗେ ଆସିଥିଲେ । କାରର ସାମ୍ନା କାଚରେ ପ୍ରେସ ଲେଖା ଥିଲା । ଏଥିପାଇଁ ସନ୍ଦେହ ସୃଷ୍ଟି କରିଛି । ଏମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ବନବିଭାଗ । କାର ଡିକିରୁ ମିଳିଥିବା ସାମଗ୍ରୀରୁ ହାତୀ ଶିକାର ପାଇଁ  ହୋଇଥିବା ସନ୍ଦେହ କରାଯାଉଛି । ଜିଲ୍ଲାରେ ଦିନକୁ ଦିନ ହାତୀ ଶିକାର ବଢିଚାଲିଥିବାବେଳେ ଏମାନଙ୍କ ଭୂମିକା ସନ୍ଦେହ ଘେରକୁ ଆସିଯାଇଛି ।

   Related Posts